31.1 C
Bhubaneswar
Monday, May 6, 2024
Homeଓଡିଶାଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ : ୫ ଆହତ

ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ : ୫ ଆହତ

ଖୋର୍ଦ୍ଧା : ଘରୋଇ କଲେଜ ବସ୍‌କ ପଛରୁ ଧକ୍କା ଦେଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଡ୍ରାଇଭର ଫସି ରହିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଏନ୍‌ଏଚ୍ ୧୬ ପିଏନ୍ କଲେଜ ନିକଟରେ ଦୁର୍ଘଟଣା ପରେ ରାସ୍ତା ଜାମ୍ ରହିଛି । ଆମ୍ବୁଲାନ୍ସଟି ତାମିଲନାଡୁରୁ ଆସିଥିବା ସୂଚନା ମିଳିଛି । ଏବଂ ୪ ଆହାତ ଭୁବନେଶ୍ୱର ସ୍ଥାନାନ୍ତର ହୋଇଛନ୍ତି ।

ମର୍ମନ୍ତୁଦ ସଡକ ଦୁର୍ଘଟଣା ; ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭିଣୋଇ ରାକେଶ ତିୱାରୀ ମୃତ , ଭଉଣୀ ଗୁରୁତର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking