ମର୍ମନ୍ତୁଦ ସଡକ ଦୁର୍ଘଟଣା ; ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭିଣୋଇ ରାକେଶ ତିୱାରୀ ମୃତ , ଭଉଣୀ ଗୁରୁତର

ନୂଆଦିଲ୍ଲୀ: ଗତଶନିବାର ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭିଣୋଇ ରାକେଶ ତିୱାରୀଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିବା ବେଳେ ଭଉଣୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଏକ ଭିଡିଓ ବି ସାମ୍ନାକୁ ଆସିଛି। ପୁଲିସ ସୂତ୍ରରୁ ପ୍ରକାଶ, ଗତଶନିବାର ଦିନ ରାତି ପ୍ରାୟ ୪.୩୦ ସମୟରେ ଦିଲ୍ଲୀ-କୋଲକାତା ଜାତୀୟ ରାଜପଥ ନମ୍ବର ୨ରେ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ ପଙ୍କଜ ତ୍ରିପାଠୀଙ୍କ ଭଉଣୀ ଓ ଭିଣୋଇ … Continue reading ମର୍ମନ୍ତୁଦ ସଡକ ଦୁର୍ଘଟଣା ; ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭିଣୋଇ ରାକେଶ ତିୱାରୀ ମୃତ , ଭଉଣୀ ଗୁରୁତର