32.1 C
Bhubaneswar
Sunday, May 19, 2024
Homeଅପରାଧମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

କେନ୍ଦୁଝର : ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୧୫ ଲକ୍ଷ ଟଙ୍କା । କେନ୍ଦୁଝର ଜିଲ୍ଲା ସଦର ଥାନା ଜାତୀୟ ରାଜପଥ ୪୯ ଠାକୁରଡିହି ଛକ ନିକଟରେ ଥିବା ଏକ ଘରୁ ଲୁଟ ହୋଇଛି । ୨ ଜଣ ମୁଖାପିନ୍ଧା ଦୁର୍ବୁତ୍ତ ଆସି ଘର ଭିତରେ ପଶିଥିଲେ । ପରିବାର ଲୋକଙ୍କ ଖଣ୍ଡା ଓ ବନ୍ଧୁକ ମୁନ ଦେଖାଇ ଘରୁ କଳାକନା ବୁଲାଇଥିଲେ । ଲୁଟ କଲାପରେ ଘଟଣା ସ୍ଥଳରୁ ସେମାନେ ଫେରାର ହୋଇଯାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking