32.1 C
Bhubaneswar
Sunday, May 19, 2024
Homeଓଡିଶାଉମା-ସୁଜିତ ପିଟାପିଟି

ଉମା-ସୁଜିତ ପିଟାପିଟି

ପୁରୀ : ନାମାଙ୍କନ ବେଳେ ୨ ନେତା ଓ ସମର୍ଥକ ହାତାହାତି । କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ ଓ ଟିକେଟ କଟିଥିବା ସୁଜିତ ମହାପାତ୍ର ହାତାହାତି । ସ୍ୱାଧୀନ ଭାବେ ସୁଜିତ ନାମାଙ୍କନ ପାଇଁ ଯାଇଥିବା ବେଳେ ମୁହାଁମୁହିଁ । ପରସ୍ପରଙ୍କ ମଧ୍ୟରେ ଠେଲାପେଲା ସହ ମୁଥା ମରାମରି ସୂଚନା । ଉପଜିଲ୍ଲାପାଳଙ୍କ ଅଫିସରେ ପୋଲିସ ଉପସ୍ଥିତିରେ ମୁହାଁମୁହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking