32.1 C
Bhubaneswar
Friday, April 26, 2024
Homeଓଡିଶାରାଉରକେଲାରେ ଭୟାବହ ଅଗ୍ନିକାଣ୍ଡ

ରାଉରକେଲାରେ ଭୟାବହ ଅଗ୍ନିକାଣ୍ଡ

ରାଉରକେଲା : ରାଉରକେଲା ମହାନଗରର ପାନପୋଷ ବାଇପାସ ରୋଡ ଫିଟନେସ ପାର୍କ ଟ୍ରକ ପାର୍କିଂ ନିକଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି କ୍ଷ ଏହାଫଳରେ ସଠାରେ ଥିବା ୮ରୁ ଅଧିକ ଦୋକାନଜଳି ପୋଡ଼ି ପାଉଁସ ହୋଇଯାଇଛି ।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଛି କ୍ଷ ତିନିଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛି କ୍ଷ ଜଳି ଯାଇଥିବା ଦୋକାନ ମଧ୍ୟରେ ରହିଛି ୨ଟି ଟାୟାର, ୨ଟି ଗ୍ୟାରେଜ , ମୋବିଲ, ସ୍ପେୟାର ପାର୍ଟସ ଓ କାଠ ଦୋକାନ କ୍ଷ ନିକଟରେ ପେଟ୍ରୋଲ ପମ୍ପ ଏବଂ ଶହ ଶହ ଟ୍ରକ ଛିଡ଼ା ହୋଇଥିଲେ ମଧ୍ୟ କିଛି ସେଗୁଡ଼ିକର କିଛି କ୍ଷୟକ୍ଷତି ହୋଇନାହିଁ ନାହିଁ ବୋଲି ସୂଚନା ମିଳିଛି ।
https://onakhabar.com/2020/04/18/father-murders-innocent-daughter-after-rape-bareilly-news/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking