27.1 C
Bhubaneswar
Friday, March 29, 2024
Homeଓଡିଶାବାଲେଶ୍ୱରର କିଛି ଅଂଚଳ ସଂକ୍ରମଣ ଜୋନ୍ ଘୋଷଣା

ବାଲେଶ୍ୱରର କିଛି ଅଂଚଳ ସଂକ୍ରମଣ ଜୋନ୍ ଘୋଷଣା

ବାଲେଶ୍ୱର : ବାଲେଶ୍ୱର ସହରର କିଛି ଅଂଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ୨୯ନଂ ୱାର୍ଡ ସମ୍ପୂର୍ଣ୍ଣ ଏବଂ ୧୮ ଓ ୨୮ ନଂ ୱାର୍ଡକୁ ଆଂଶିକ ଅଂଚଳକୁ କଣ୍ଟେମେଣ୍ଟ ଜୋନ ଘୋଷଣା କରାଯାଇଛି । ସଂପୃକ୍ତ ୩ଟି ୱାର୍ଡର ୯ଟି ପ୍ରବେଶପଥକୁ ସିଲ୍ କଲଶା ଜିଲ୍ଲାପ୍ରଶାସନ । ସଂପୃକ୍ତ ଅଞ୍ଚଳରୁ ଲୋକେ ଘରୁ ନବାହାରିବାକୁ ମାଇକ୍ ଯୋଗେ ପ୍ରଚାର କରାଯାଉଛି । ସେ ଅଞ୍ଚଳକୁ ବାହାର ଲୋକଙ୍କ ପ୍ରବେଶ ପଥ ଉପରେ କଟକଣା ହୋଇଛି । ଏ ନେଇ ସଂପୃକ୍ତ ଅଞ୍ଚଳ ଦାୟିତ୍ୱରେ ଥିବା ଉପଜିଲ୍ଲାପାଳ ନିଲୁ ମହାପାତ୍ରଙ୍କ ପକ୍ଷରୁ ସୂଚନା ମିଳିଛି ।
https://onakhabar.com/2020/04/18/one-more-corona-positive-3-recoverd/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking