26.1 C
Bhubaneswar
Wednesday, May 8, 2024
Homeବ୍ରେକୀଙ୍ଗ୧୫ ଡିଗ୍ରୀ ତଳେ ରହିଛି ରାଜ୍ୟର ୧୫ ସହର

୧୫ ଡିଗ୍ରୀ ତଳେ ରହିଛି ରାଜ୍ୟର ୧୫ ସହର

ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ଶୀତ ବଢିବାରେ ଲାଗିଛି । ରାଜ୍ୟର ୧୫ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ୮.୮ ଡିଗ୍ରୀ ସହ ସୋନପୁର ସବୁଠାରୁ ଥଣ୍ଡା ସହର ଭାବେ ରେକର୍ଡ କରାଯାଇଛି । ସେହିପରି ଦାରିଙ୍ଗବାଡିରେ ୯, ଫୁଲବାଣୀରେ ୯.୮, ଅନୁଗୁଳରେ ୧୦ ଡିଗ୍ରୀ, ବାରିପଦାରେ ୧୨, ଭବାନୀପାଟଣାରେ ୧୨, କୋରାପୁଟ ଓ କେନ୍ଦୁଝରରେ ୧୨.୪, ଝାରସୁଗୁଡାରେ ୧୩.୨, ସୁନ୍ଦରଗଡରେ ୧୪ , ତାଳଚେର, ବୌଦ୍ଧ ଓ ବଲାଙ୍ଗୀରରେ ୧୪ ଡିଗ୍ରୀ, କଟକରେ ୧୪.୫, ଚାନ୍ଦବାଲିରେ ତାପମାତ୍ରା ୧୪.୮ ଡିଗ୍ରୀ ରହିଛି।  ସେହିପରି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୧୫.୪ ଡିଗ୍ରୀ ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking