28.1 C
Bhubaneswar
Saturday, April 27, 2024
Homeଓଡିଶାନବରାତ୍ରିରେ ପ୍ରତିଦିନ ମା'ଙ୍କ ପାଖରେ କରନ୍ତୁ ଏହି ଭୋଗ..

ନବରାତ୍ରିରେ ପ୍ରତିଦିନ ମା’ଙ୍କ ପାଖରେ କରନ୍ତୁ ଏହି ଭୋଗ..

ଭୁବନେଶ୍ଵର: ପ୍ରତିବର୍ଷ ପିତୃପକ୍ଷ ର ଠିକ୍ ପରେ ଆରମ୍ଭ ହେଉଥିବା ଶାରଦୀୟ ନବରାତ୍ରୀ, ପିତୃପକ୍ଷ ଶେଷ ହେବାର ଏକ ମାସ ପରେ ଆରମ୍ଭ ହେବାକୁ ଯାଉଛି | ଏଥର ନବରାତ୍ରୀ ୧୭ ଅକ୍ଟୋବର ରୁ ଆରମ୍ଭ ହୋଇ ୨୫ ଅକ୍ଟୋବରର ଦଶମ ଦିନରେ ବିଜୟା ଦଶମୀ ବା ଦଶହରା ପାଳନ କରାଯିବ | ଏହି ସମୟରେ ଆମେ ମାଙ୍କ ମନପସନ୍ଦର ଭୋଗ ଲଗାଇ ଖୁସି କରାଇ ପାରିବା।

ନିମ୍ନରେ ଥିବା ଏହି ପଦାର୍ଥର ଭୋଗ ଲଗାଇବା ଆବଶ୍ୟକ:

– ପ୍ରଥମ ଦିନରେ କଦଳୀ ଭୋଗ
– ଦ୍ୱିତୀୟ ଦିନରେ ଗାଈ ର କ୍ଷୀର କିମ୍ବା ଘିଅରୁ ପ୍ରସ୍ତୁତ ଭୋଗ
– ତୃତୀୟ ଦିନ: ଲୁଣିଆ ଲହୁଣୀ ଭୋଗ
– ଚତୁର୍ଥ ଦିନରେ ଚିନି ଅଥବା ମିଶିରି ଭୋଗ କରନ୍ତୁ
– ପଞ୍ଚମ ଦିନରେ ଧଳା ଚାଉଳ କିମ୍ବା କ୍ଷୀର ଦିଅନ୍ତୁ
– ଷଷ୍ଠ ଦିନରେ, ମାଲପୁଆ ଭୋଗ କରନ୍ତୁ
– ସପ୍ତମ ଦିନ ମହୁ ଅର୍ପଣ କରନ୍ତୁ
– ଅଷ୍ଟମ ଦିନରେ ଗୁଣ୍ଡ ଏବଂ ନଡ଼ିଆ ଅର୍ପଣ କରନ୍ତୁ
– ନବମ ଦିନରେ ଧାନ ଚାଉଳରୁ ତିଆରି ଭୋଗ ଅର୍ପଣ କରନ୍ତୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking