27.1 C
Bhubaneswar
Tuesday, May 7, 2024
Homeବ୍ରେକୀଙ୍ଗଦଲାଲ୍ ଓ ବେପାରୀଙ୍କ ହାତରେ ମଣ୍ଡିର ଧାନ ଉଠାର କାରବାର ହେଉଥିବା ଅଭିଯୋଗ ଆଣିଲେ ଚାଷୀ

ଦଲାଲ୍ ଓ ବେପାରୀଙ୍କ ହାତରେ ମଣ୍ଡିର ଧାନ ଉଠାର କାରବାର ହେଉଥିବା ଅଭିଯୋଗ ଆଣିଲେ ଚାଷୀ

ମାଲକାନଗିରି : ମଣ୍ଡି ରେ ଶତାଧିକ ଚାଷୀ ଓ ମହିଳା ଚାଷୀ ଏକାଠି ହୋଇ ଆଜି ମଣ୍ଡି ରେ ଧାନ ଉଠେଇବା କୁ ବିରୋଧ କରିବା ସହ ଉତ୍ତେଜନା ମଧ୍ୟ ସୃଷ୍ଠି ହୋଇଥିଲା । ସୂଚନା ଯୋଗ୍ୟ ଯେ ମଣ୍ଡି ରେ ଦଲାଲ୍ ମାନଙ୍କ ର କାର୍ ବାର ଚାଲିଥିବା ର ଅଭିଯୋଗ ଆଣି ଚାଷୀ ମାନେ ଓ ଶତାଧିକ ମହିଳା ଚାଷୀ ଆଜି ଏକାଠି ହୋଇଥିଲେ ୪ ଟି ପାଳିରେ ମଣ୍ଡିରେ ଧାନ ଉଠିଥିବା ବେଳେ ସେଠି ମଧ୍ୟରୁ କୌଣସି ଗୋଟେ ରେ ମଧ୍ୟ ଚାଷୀ ଙ୍କର ଧାନ ଯାଇନଥିବା ଚାଷୀ ଅଭିଯୋଗ କରିଛନ୍ତି । ଦଲାଲ ରାଜ ଚାଲିଥିବାର ଅଭିଯୋଗ କରୁଥିବା ଚାଷୀ ଜିଲ୍ଲାପ୍ରଶାସନକୁ ଏହାର ତଦନ୍ତ କରିବା ପାଇଁ ଦାବି କରିଛନ୍ତି ନଚେତ୍ ଆଗାମୀ ଦିନରେ ମଣ୍ଡିକୁ ବନ୍ଦ କରି ଦିଆଯିବ ବୋଲି ଚାଷୀ କହିଛନ୍ତି।ମଣ୍ଡିରେ ଜିଲ୍ଲାପରିଷଦ ଉତ୍ତମ ରାୟ ଓ ଏମଭି ୭୯ ପୁଲିସ ପହଂଚି ବୁଝାସୁଝା କରୁଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking