38.1 C
Bhubaneswar
Friday, April 26, 2024
Homeଓଡିଶାଆଇନର ସାହାଯ୍ୟ ମାଗିଲେ ଆଇନ ଯିବି

ଆଇନର ସାହାଯ୍ୟ ମାଗିଲେ ଆଇନ ଯିବି

ଓକିଲ ସଂଘ ନିର୍ବାଚନରେ ଅନିମିୟତା । ନିର୍ବାଚନ ବିଧିରେ ଉଲଘଂନ, ମୋବାଇଲରେ ବେଲୋଟ ପେପର ଭାଇରଲ ଏପରି ଅଭିଯୋଗ ଆଣିଛନ୍ତି ପ୍ରେସିଡେଣ୍ଟ ପଦବୀରେ ହାରିଥିବା ପ୍ରାଥୀ ନୃସିଂହ ଚରଣ ମହାନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର କୋର୍ଟରେ। ଓଡିଶା ବାର କାଉନ୍ସିଲ ସୂଚନା ଅନୁସାରେ ଡିସେମ୍ବର ୧୨ ତାରିଖ ଶନିବାର ଦିନ ଜିଲ୍ଲାରେ ଓକିଲ ସଂଘର ନିର୍ବାଚନ ହେଇଥିଲା । ନିର୍ବାଚନ ନିୟମ ଅନୁସାରେ ଭିତରେ ପୁଲିଙ୍ଗ ଏଜେଣ୍ଟ ଦେବକଥା କିନ୍ତୁ ପୁଲିଙ୍ଗ ଏଜେଣ୍ଟ ଦେବାକୁ ନିର୍ବାଚନ ଅଧିକାରୀ ବିରୋଧ କରିଥିଲେ । କେବଳ ଏତିକି ନୁହେଁ ପୁଲିଙ୍ଗ ବୁଥକୁ ମଧ୍ୟ ନିଜ କବଜାରେ ରଖିଥିଲେ । ବୁଥ୍ ଭିତରେ ମୋବାଇଲ ନେବା ମନା ଥିଲେ ମଧ୍ୟ ବୁଥ୍ ଭିତରେ ମୋବାଇଲ ବ୍ୟବହାର ହେଇଥିଲା । ଫଳରେ ସିକିରେଟ ବେଲ୍ଟ ବଦଳରେ ଓପନ ବେଲ୍ଟ ହେଲା । ଏହା ପରେ ମୋବାଇଲରୁ ମୋବାଇଲ ଭାଇରଲ ହେବାରେ ଲାଗିଥିଲା ବେଲୋଟ ପେପର ।ଏଥିସହ ପୁଲିଙ୍ଗ ୪ ଟା ବେଳେ ସରିଥିବା ବେଳେ ନିର୍ବାଚନ ଅଧିକାରୀ ପାର୍ଥି ମାନଙ୍କ ଆଗରେ ବେଲୋଟ ବକ୍ସ ସିଲ କରି ଦସ୍ତଖତ କରିବା କଥା । କିନ୍ତୁ ଏହା ନ କରି କବାଟ ଦେଇଦେଲେ । ୫ ଟା ବେଳେ କାଉଁଟିଙ୍ଗ କଲେ । ନିଜର ମନ ମୁତାବକ କାର‌୍ୟ୍ୟ, ଏ ଭଳି ନିର୍ବାଚନ ଆଚରଣ ବିଧି ଉଲଘଂନ ଏହାର ଉଚ୍ଚ କୋଠିର କଯ୍ୟାନୁଷ୍ଠାନ ପାଇଁ ଦରଖାସ୍ତ କରିଛନ୍ତି ଓଡିଶା ବାର କାଉନସିଲକୁ । ଯଦି କିଛି ନ ହୁଏ ତେବେ ଦରକାର ପଡ଼ିଲେ ଆଇନର ଆଶ୍ରୟ ନେବେ ବୋଲି ସଭାପତି ପଦ ଓ ସମ୍ପାଦକ ପଦ ପାଇଁ ନିର୍ବାଚନ ଲଢ଼ିଥିବା ନୃସିଂହ ଚରଣ ମହାନ୍ତି ଓ ବିଜୁ ସରକାର ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking