26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶବାୟୁସେନାରେ ଅଗ୍ନିବୀରଙ୍କ ପାଇଁ ସୁବିଧା

ବାୟୁସେନାରେ ଅଗ୍ନିବୀରଙ୍କ ପାଇଁ ସୁବିଧା

ନୂଆଦିଲ୍ଲୀ: ଅଗ୍ନିପଥ ନିଯୁକ୍ତି ନେଇ ବିସ୍ତୃତ ତଥ୍ୟ ଜାରି କଲା ବାୟୁସେନା । ବେତନ,ୟୁନିଫର୍ମ ଓ ଛୁଟି ନେଇ ବିସ୍ତୃତ ତଥ୍ୟ ଦେଲା ବାୟୁସେନା । ୧ କୋଟି ଟଙ୍କାର ବୀମା ସହ କ୍ୟାଣ୍ଟିନ ସୁବିଧା ପାଇଲେ ଅଗ୍ନିବୀର । ଚାକିରିରେ ପ୍ରାଣ ହରାଇଲେ ପରିବାରକୁ ମିଳିବ ୧କୋଟି ଟଙ୍କା । ଡ୍ୟୁଟି ସମୟରେ ବିକଳାଙ୍ଗ ହେଲେ ମିଳିବ ୪୪ ଲକ୍ଷ ଟଙ୍କା । ବର୍ଷକୁ ୩୦ ଦିନର ଛୁଟି, ଏହାବାଦ୍ ସ୍ୱତନ୍ତ୍ର ମେଡିକାଲ ଛୁଟି ବି ମିଳିବ ।ପ୍ରଥମ ବର୍ଷ ଅଗ୍ନିବୀରଙ୍କ ମାସିକ ୩୦ ହଜାର ଟଙ୍କା ଦରମା । ୩୦ ହଜାର ବରମାରୁ ୨୧ ହଜାର ସିଧା ବ୍ୟାଙ୍କ ଆକାଉଣ୍ଟକୁ ଯିବ । ଆଉ ୯ ହଜାର ଟଙ୍କା ଅଗ୍ନିବୀର କର୍ପସ ଫଣ୍ଡକୁ ଯିବ । ପ୍ରତିବର୍ଷ ଦରମା ବୃଦ୍ଧି ହୋଇ ଚତୁର୍ଥ ବର୍ଷରେ ୪୦ ହଜାର ଟଙ୍କା ମିଳିବ । ସ୍ୱତନ୍ତ୍ର ୟୁନିଫର୍ମ ରହିବ; ୪ ବର୍ଷ ପରେ ମିଳିବ ୧୦.୦୪ ଲକ୍ଷ ଟଙ୍କା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking