30.1 C
Bhubaneswar
Friday, April 26, 2024
Homeଓଡିଶାଭୁବନେଶ୍ୱରନାବାଳିକା ଝିଅକୁ ନେଇ ଟଣାଓଟରା

ନାବାଳିକା ଝିଅକୁ ନେଇ ଟଣାଓଟରା

ଭୁବନେଶ୍ୱର: ୯ ବର୍ଷର ନାବାଳିକା ଝିଅକୁ ନେଇ ଟଣାଓଟରା । ପାଳିତ ମାଆ ଓ ଜନ୍ମ କଲା ମାଆ ମଧ୍ୟରେ ଟଣାଓଟରା । ମଞ୍ଚେଶ୍ୱର ମୁଣ୍ଡାସାହି ବସ୍ତିରେ ଉଭୟ ପକ୍ଷ ମଧ୍ୟରେ ଜୋରଦାର ଟଣାଓଟରା । ବସ୍ତିରୁ ନାବାଳିକାକୁ ଉଦ୍ଧାର କଲେ ପୋଲିସ ଓ ଚାଇଲଡ ଲାଇନ୍ । ନାବାଳିକାକୁ ମଞ୍ଚେଶ୍ୱର ଥାନାକୁ ଆଣି ଉଭୟ ପକ୍ଷ ମଧ୍ୟରେ ସମାଧାନ ଉଦ୍ୟମ । ୮ ବର୍ଷ ତଳେ ନାବାଳିକାକୁ ଜନ୍ମିତ ମାଆ ଛାଡି ପଳାଇଥିବା ସୂଚନା । ସ୍ୱାମୀ ସହ ଝଗଡା ପରେ ଜନ୍ମ କଲା ମାଆ ଛାଡି ପଳାଇଥିବା ସୂଚନା । ଏବେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପୁନଃ ସଂପର୍କ ସ୍ଥାପନ ପରେ ଲୋଡା ପଡିଛି ଝିଅ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking