32.1 C
Bhubaneswar
Friday, April 26, 2024
Homeଓଡିଶାରାଜ୍ୟରେ ଭୁଷୁଡିଗଲାଣୀ ଶିକ୍ଷାର ବ୍ୟବସ୍ଥା

ରାଜ୍ୟରେ ଭୁଷୁଡିଗଲାଣୀ ଶିକ୍ଷାର ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷାର ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡିପଡିଲାଣି । ପିଲାଙ୍କୁ ଶିକ୍ଷା ଦେବାପାଇଁ ଉପଯୁକ୍ତ ଶିକ୍ଷକ ନାହାନ୍ତି । ଉପଯୁକ୍ତ ଦରମା ମିଳିଲେ ଉପଯୁକ୍ତ ଶିକ୍ଷାର ବିକାଶ ହୋଇପାରିବ । ବିଭିନ୍ନ ପ୍ରକାର ଶିକ୍ଷକ ଅଛନ୍ତି,ସେମାନଙ୍କ ପାଇଁ ଦରମା ମଧ୍ୟ ଭିନ୍ନଭିନ୍ନ କରାଯାଇଛି । ସରକାର ସେମାନଙ୍କ ପାଇଁ ସମାନକାମ ପାଇଁ ସମାନ ଦରମା କଲେ ଭଲ ହେବ। ଗୋଟିଏ କ୍ଲାସରେ ପ୍ରତମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠ ପଢୁଛନ୍ତି । ଏମିତି ହେଲେ କୋଉ ପିଲା ବି କୌଣସି ବିଷୟରେ ଭଲ କରିବେ ନାହିଁ ଏବଂ ସେମାନଙ୍କର ବୃଦ୍ଧିସୁଦ୍ଧି ବି ହେବନାହିଁ । ଶିକ୍ଷାରେ ଖାଲି କର୍ଲର ମରାଯାଉଛି ଏବଂ ବିକ୍ରୀ ହେଉଛି ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking