26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶହକି ଇଣ୍ଡିଆ ସଭାପତି ପାଇଁ ଦିଲୀପଙ୍କ ନାମାଙ୍କନ

ହକି ଇଣ୍ଡିଆ ସଭାପତି ପାଇଁ ଦିଲୀପଙ୍କ ନାମାଙ୍କନ

ନୂଆଦିଲ୍ଲୀ: ହକି ଇଣ୍ଡିଆ ସଭାପତି ପଦ ପାଇଁ ଦିଲ୍ଲୀପ ତିର୍କୀଙ୍କ ନାମାଙ୍କନ ଦାଖଲ । ହକି ଆସୋସିଏସନ ଅଫ୍ ଓଡିଶାରେ ସଭାପତି ପଦରେ ଥାଇ ନାମାଙ୍କନ ଭରିଲେ । ଅକ୍ଟୋବର ୧ ତାରିଖରେ ହକି ଇଣ୍ଡିଆ ସଭାପତି ପଦ ପାଇଁ ନୀର୍ବାଚନ ହେବ । ନାମାଙ୍କନ ଭରିଥିବା ନେଇ ଟୁଇଟରରେ ସୂଚନା ଦେଲେ ଦିଲ୍ଲୀପ ତିର୍କୀ । ହକି ଇଣ୍ଡିଆକୁ ନୂଆ ସୋପାନରେ ପହଞ୍ଚାଇବାକୁ ପ୍ରତିଗ୍ୟାବନ୍ଧ ପାଇଁ ମତପ୍ରକାଶ ଦିଲ୍ଲୀପ ତିର୍କୀ ।

ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking