31.1 C
Bhubaneswar
Sunday, May 19, 2024
Homeଓଡିଶାକଂଗ୍ରେସ ଛାଡିଲେ ଚିତ୍ତରଞ୍ଜନ ଷଡଙ୍ଗୀ

କଂଗ୍ରେସ ଛାଡିଲେ ଚିତ୍ତରଞ୍ଜନ ଷଡଙ୍ଗୀ

ଭୁବନେଶ୍ୱର : କଂଗ୍ରେସ ଛାଡିଲେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ । ଶ୍ରୀକାନ୍ତ ଜେନାଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣି ଦଳ ଛାଡିଲେ ଚିତ୍ତରଞ୍ଜନ । ବାଲେଶ୍ୱର ସାଂଦସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଘୋଷଣା କଲେ । ୧୯୯୦ରେ ସ୍ୱାଧୀନ ଭାବେ ନିର୍ବାଚନ ଲଢି ବିଧାୟକ ନିର୍ବାଚିତ ବୋଇଥିଲେ ଚିତ୍ତରଞ୍ଜନ । ସେ ୨୦୧୫ରେ କଂଗ୍ରେସରେ ସାମିଲ୍ ହୋଇଥିଲେ । ତେବେ ଚିତ୍ତରଞ୍ଜନଙ୍କ ଅଭିଯୋଗ ନେଇ ଶ୍ରାକାନ୍ତ ଜେନାଙ୍କ ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିପାରି ନାହିଁ ।

ନିର୍ବାଚନ ଲଢିବେ ଖଲିସ୍ତାନୀ ନେତା ଅମୃତପାଲ ସିଂ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking