ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର:ରାଜଧାନୀରେ ପୁଣି ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୋଲିସ । ଲିଙ୍ଗରାଜ ଥାନା ଅଞ୍ଚଳରେ ବନ୍ଦ ଘର ଭିତରୁ ଉଦ୍ଧାର କଲା  ପୋଲିସ । ମୃତକ ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳର, ସେ ସେଠାରେ ଇଞ୍ଜିନିୟରିଂ ପଢୁଥିଲେ । ମାତ୍ର ୨୦ ଦିନ ହେଲା ଭଡାରେ ରହୁଥିଲା ବେଳେ ମୃତ୍ୟୁକୁ ନେଇ ସସପେନ୍ସ ଜାରି ରହିଛି । ମାଟି ଧସି ୨ ମୃତ