29.1 C
Bhubaneswar
Sunday, April 28, 2024
HomeUncategorizedପୋଷ୍ଟମାଷ୍ଟରଙ୍କୁ ଅବସର ସମ୍ବର୍ଦ୍ଧନା

ପୋଷ୍ଟମାଷ୍ଟରଙ୍କୁ ଅବସର ସମ୍ବର୍ଦ୍ଧନା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ ଘାଗରାମୁଣ୍ଡା ପଞ୍ଚାୟତର ଘାଗରାମୁଣ୍ଡା ପୋଷ୍ଟମାଷ୍ଟର ଶ୍ରୀଯୁକ୍ତ ହୃଦାନନ୍ଦ ସାହୁଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ମହାବୀରରୋଡ ଡ଼ାକଘରର ସମସ୍ତ କର୍ମଚାରୀ ଶ୍ରୀ ସାହୁଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ଅବସର ସମ୍ବର୍ଦ୍ଧନା ଜଣାଇବା ସହ ଅବସର ଜୀବନ ସୁଖମୟ ହେଉ ବୋଲି ସମସ୍ତେ ଭଗବାନଙ୍କ ନିକଟରେ କାମନା କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ମହାବିରରୋଡ ଉପ ଡ଼ାକଘର ଅଧିକାରୀ ଦୀପନ ସାସମଲ, ପୋଷ୍ଟମାଷ୍ଟର ରଣଜିତ୍ ସାହୁ, ନିରଞ୍ଜନ ବେହେରା, ପରମିତା ସାହୁ, ସସ୍ମିତା ସାହୁ, ଗଦାଧର ସାହୁ, ଇନ୍ଦ୍ରମଣି ସାହୁ, ଟୁନା ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking