32.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶଜଳିଗଲା ଦୁଇ ମହଲା କୋଠା

ଜଳିଗଲା ଦୁଇ ମହଲା କୋଠା

ନୂଆଦିଲ୍ଲୀ : ଦିଲ୍ଲୀର ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ପ୍ରଭାବରେ ହୁତୁହୁତୁ ହୋଇ ଜଳିଗଲା ଦୁଇ ମହଲା କୋଠା । ଶନିବାର ସକାଳେ ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଦୁଇ ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଛି ବୋଲି ସୂଚନା ମିଳିଛି । ନିଆଁ ପ୍ରଥମେ ଉପର ମହଲାରେ ଲାଗିଥିଲା ପରେ ସମ୍ପୂର୍ଣ୍ଣ କୋଠାକୁ ବ୍ୟାପି ଯାଇଥିଲା । ସ୍ଥାନୀୟ ଲୋକ, ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ୨ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ । ନିଆଁର ପ୍ରଭାବରେ ସମ୍ପୂର୍ଣ୍ଣ କୋଠା ଜଳି ବହୁ କ୍ଷୟକ୍ଷତି ହୋଇଛି । କିନ୍ତୁ ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି । ନିଆଁ ସର୍ଟ ସର୍କିଟରୁ ଲାଗିଛି ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking