33.1 C
Bhubaneswar
Monday, May 20, 2024
Homeଓଡିଶାଅନ୍ ଲାଇନ୍ ଗେମ୍ ପାଇଁ ଟ୍ରିପଲ ଟ୍ରାଜେଡି!

ଅନ୍ ଲାଇନ୍ ଗେମ୍ ପାଇଁ ଟ୍ରିପଲ ଟ୍ରାଜେଡି!

ଝାରସୁଗୁଡା : କାର୍ ଭିତରୁ ୩ ଜଣଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର ଘଟଣା । ଋଣ ପାଇଁ ଏପରି କରିଥିବା କହିଲେ ଝାରସୁଗୁଡା ଏସ୍‌ପି । ଋଣ ଓ ଅନ୍‌ଲାଇନ୍ ଗେମ୍‌ରେ ଟଙ୍କା ହାରିବା ପରେ ଚରମ ପଦକ୍ଷେପ । ସ୍ତ୍ରୀ ଓ ଝିଅକୁ ଗୁଳି କରିବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଲଖନପୁର ବଣିପାହାଡ ନିକଟରେ କାରରୁ ମୃତଦେହ ଇଦ୍ଧାର ହୋଇଥିଲା । ସ୍ୱାମୀ,ସ୍ତ୍ରୀ ଓ ୧୨ ବର୍ଷୀୟା ଝିଅର ଗୁଳିବିଦ୍ଧ ମୃତଦେହ ମିଳିଥିଲା ।

ଟ୍ରିପଲ୍ ମର୍ଡର : ଗୁଳି କରି ଗୋଟିଏ ପରିବାର ସଦସ୍ୟଙ୍କୁ ହତ୍ୟା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking