39.1 C
Bhubaneswar
Friday, April 26, 2024
Homeଓଡିଶାବୁଢା ନଦୀରେ ବୁଡ଼ି ବୃଦ୍ଧ ମୃତ

ବୁଢା ନଦୀରେ ବୁଡ଼ି ବୃଦ୍ଧ ମୃତ

ଯାଜପୁର : ବୁଢା ନଦୀରେ ବୁଡ଼ିଯାଇ ବୃଦ୍ଧ ମୃତ୍ୟୁ । ଏଭଳି ଅଭାବନିୟ ଘଟଣା ଘଟିଛି ଯାଜପୁର ବ୍ଲକ ବାସୁଦେବପୁର ପଂଚାୟତ ଗୋନିନ୍ଦପୁର ଗ୍ରାମରେ । ମୃତକ ହେଲେ ଉକ୍ତ ଗ୍ରାମର ରଙ୍କ ବେହେରା । ଆଜି ସକାଳୁ ନଦିକୁ ଗାଧୋଇବାକୁ ଯାଇଥିବା ସମୟରେ ଗୋଡ ଖସିଯିବାରୁ ବୁଡି ଯାଇଥିଲେ । ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ । ପରେ ଗ୍ରାମବାସୀଙ୍କ ସହାୟତାରେ ରଙ୍କଙ୍କୁ ନଦିରୁ ଉଦ୍ଧାର କରାଯାଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
https://onakhabar.com/2020/02/23/child-death-fire-ganjam/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking