34.1 C
Bhubaneswar
Wednesday, May 1, 2024
Homeଓଡିଶାଭାଲେଣ୍ଟାଇନ୍ ସପ୍ତାହ ପାଇଁ ସତର୍କତା ଜାରି କଲା କ୍ରାଇମବ୍ରାଞ୍ଚ୍

ଭାଲେଣ୍ଟାଇନ୍ ସପ୍ତାହ ପାଇଁ ସତର୍କତା ଜାରି କଲା କ୍ରାଇମବ୍ରାଞ୍ଚ୍

ଭୁବନେଶ୍ୱର : ଭାଲେଣ୍ଟାଇନ୍ ସପ୍ତାହ / ଦିନ ପାଇଁ ସତର୍କ କରାଇଛି କ୍ରାଇମବ୍ରାଞ୍ଚ୍ । ସାଇବର୍ ଠକେଇ ଆଶଙ୍କା କରି ସତର୍କ କରାଇଲା କ୍ରାଇମବ୍ରାଞ୍ଚ୍ । ଅଜଣା କଲ୍ ଓ ଗିଫ୍ଟ ଆଦି ଦେବା ଓ ନେବାକୁ ନେଇ କ୍ରାଇମବ୍ରାଞ୍ଚ୍ ସତର୍କ କରାଇଛି । ଏହି ସମୟରେ ଅଜଣା ନମ୍ବରରୁ ଅନେକ ଲୋକ କଲ୍ କରି ଲେଭାନୀୟ ଗିଫ୍ଟ ସମ୍ପର୍କରେ କହିବେ ।

ତେଣୁ ଏହିସବୁରୁ ସତର୍କ ରହିବାକୁ କୁହାଯାଇଛି ।ସୂଚନାଯୋଗ୍ୟ, କରୋନା ମହାମାରୀ ପାଇଁ ଭାଲେଣ୍ଟାଇନ୍ ସପ୍ତାହ ଫିକା ଫିକା ହୋଇଯାଇଛି । ପ୍ରେମୀ ଯୁଗଳ ମାନଙ୍କ ପାଇଁ କୋଭିଡ୍ କଟକଣା ବାଧକ ସାଜିଛି । ତେବେ ଗତକାଲି ଗୋଲାପ ଦିବସ ପାଳନ କରାଯାଇଥିବା ବେଳେ ଆଜି ହେଉଛି ପ୍ରେମ ସପ୍ତାହର ଦ୍ୱିତୀୟ ଦିନ । ଆଜି ହେଉଛି ପ୍ରୋପୋଜ୍ ଡେ’ ଅର୍ଥାତ୍ ପ୍ରେମ ନିବେଦନର ଦିବସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking