32.1 C
Bhubaneswar
Saturday, May 4, 2024
Homeଓଡିଶାସମସ୍ତ ୩୦ ଜିଲ୍ଲା ପାଇଁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସମସ୍ତ ୩୦ ଜିଲ୍ଲା ପାଇଁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ଘୋଷଣା କରିଛନ୍ତି ରାଜ୍ୟସରକାର । ସମସ୍ତ ୩୦ ଜିଲ୍ଲା ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଅନୁଗୁଳ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ବ ମିଳିଛି। ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ବାଲେଶ୍ବର ଦାୟିତ୍ବ ମିଳିଛି। ବିଧାୟକ ଦେବଶ ଆଚାର‌୍ୟ୍ୟଙ୍କୁ ବରଗଡ଼ ଦାୟିତ୍ବ । ଚାନ୍ଦବାଲି ବିଧାୟକ ବ୍ୟମୋକେଶ ରାୟଙ୍କୁ ଭଦ୍ରକ ଦାୟିତ୍ବ । ବିଧାୟକ ମହିଧର ରାଣାଙ୍କୁ ବୌଦ୍ଧ ଦାୟିତ୍ବ ମିଳିଛି। ସେହିପରି-
ଡ଼. ପ୍ରମୋଦ କୁରାମ ମଲ୍ଲୀକଙ୍କୁ- କଟକ
ରାଜେନ୍ଦ୍ର ଢୋଲକିଆଙ୍କୁ- ଦେବଗଡ଼
ବାସନ୍ତୀ ହେମ୍ବ୍ରମଙ୍କୁ- ଢେଙ୍କାନାଳ
ଜଗନ୍ନାଥନ ସାରକାଙ୍କୁ- ଗଜପତି
ପ୍ରଫୁଲ ମଲ୍ଲୀକଙ୍କୁ – ଗଞ୍ଜାମ
ପ୍ରମିଳା ମଲ୍ଲୀକଙ୍କୁ- ଜଗତସିଂହପୁର
ଶମୀର ରଞ୍ଜନ ଦାସଙ୍କୁ- ଯାଜପୁର
ପ୍ରୀତିରଞ୍ଜନ ଘଡେଇଙ୍କୁ- ଝାରସୁଗୁଡ଼ା
ନବକିଶୋର ଦାସଙ୍କୁ- କଳାହାଣ୍ଡି
ଶୀକାନ୍ତ ସାହୁଙ୍କୁ- କନ୍ଧମାଳ
ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ- କେନ୍ଦ୍ରାପଡ଼ା
ଜଗନ୍ନାଥ ନାଏକଙ୍କୁ – କେନ୍ଦୁଝର
ରାଜେନ୍ଦ୍ର କୁମାର ସାହୁଙ୍କୁ- ଖୋର୍ଦ୍ଧା
ରଘୁ ରାମ ପଡେଲଙ୍କୁ- କୋରାପୁଟ
ତୁଷାରକାନ୍ତି ବେହେରାଙ୍କୁ- ମାଲକାନଗିରି
ଅଶ୍ବିନୀ ପାତ୍ରଙ୍କୁ- ମୟୁରଭଞ୍ଜ
ମନୋହର ରାନ୍ଧାରୀଙ୍କୁ – ନବରଙ୍ଗପୁର
ସତ୍ୟନାରାୟଣ ପ୍ରଧାନଙ୍କୁ- ନୟାଗଡ଼
ଟୁକୁନି ସାହୁଙ୍କୁ- ନୂଆପଡ଼ା
ନିରଞ୍ଜନ ପୂଜାରୀଙ୍କୁ- ପୁରୀ
ଅତନୁ ସବ୍ୟସାଚୀ ନାୟକଙ୍କୁ- ରାୟଗଡ଼
ପ୍ରତାପ କେଶରୀ ଦେବଙ୍କୁ- ସମ୍ବଲପୁର
ପ୍ରଦୀପ କୁମାର ଅମାତଙ୍କୁ- ସୁବର୍ଣ୍ଣପୁର
ସାରଦା ପ୍ରସାଦ ନାୟକଙ୍କୁ – ସୁନ୍ଦରଗଡ଼

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking