28.1 C
Bhubaneswar
Saturday, April 27, 2024
Homeଅପରାଧବିଚ୍ ରାସ୍ତାରେ ବ୍ୟବସାୟୀଙ୍କୁ ଗୁଳି

ବିଚ୍ ରାସ୍ତାରେ ବ୍ୟବସାୟୀଙ୍କୁ ଗୁଳି

କଟକ: ଦିନକୁ ଦିନ ରାଜ୍ୟରେ ଅପରାଧ ବଢିଚାଲିଛି । ପଇସା ପାଇଁ ହେଉ କିମ୍ବା ପୂର୍ବ ଶତୃତାକୁ କେନ୍ଦ୍ର କରି ଦୁର୍ବୃତ୍ତ ଅପରାଧ କରିବାକୁ ପଛାଉ ନାହାନ୍ତି । ଏହାରି ମଧ୍ୟରେ ବ୍ୟବସାୟୀଙ୍କୁ ବିଚ୍ ରାସ୍ତାରେ ଗୁଳି କରିଛନ୍ତି ୨ ଦୁର୍ବୃତ୍ତ । କଟକ ସହର ଉପକଣ୍ଠ କନ୍ଦରପୁର ଥାନା ଅଥଙ୍ଗା ଠାରେ ଗୁଳିମାଡ କରିଥିବା ସୂଚନା ମିଳିଛି । ଗୋଟିଏ ବାଇକରେ ଆସି ଗୁଳିମାଡ କରିଛନ୍ତି ୨ ଦୁବୃତ୍ତ । ସୂଚନା ମୁତାବକ, ଗୋଡରେ ଗୁଳି ବାଜିଥିବା ବେଳେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ମାତ୍ର ଲୁଟ ନେଇ ସ୍ପଷ୍ଟ ହୋଇନାହିଁ । ଖବର ପାଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପହଂଚି ଏହାର ତଦନ୍ତ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking