31.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଆଇଆଇଏସ ଶ୍ରେଷ୍ଠ ୟୁନିଭର୍ସିଟି, ଜେଏନୟୁ ଦ୍ୱିତୀୟ

ଆଇଆଇଏସ ଶ୍ରେଷ୍ଠ ୟୁନିଭର୍ସିଟି, ଜେଏନୟୁ ଦ୍ୱିତୀୟ

ନୂଆଦିଲ୍ଲୀ: ପ୍ରକାଶ ପାଇଛି ଭାରତୀୟ ଶିକ୍ଷାନୁଷ୍ଠାନର ର‌୍ୟାଙ୍କିଙ୍କ ୨୦୨୧ । ବେଙ୍ଗାଲୁରୁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଶ୍ରେଷ୍ଠ ୟୁନିଭର୍ସିଟି ହୋଇଥିବା ବେଳେ ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ୟୁନିଭର୍ସିଟି ଦ୍ୱିତୀୟ ଶ୍ରେଷ୍ଠ ରହିଛି । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟକୁ ତୃତୀୟ ଶ୍ରେଷ୍ଠ ମାନ୍ୟତା ମିଳିଛି । ସେହିଭଲି ଇଂଜିନିୟରିଂରେ ଆଇଆଇଟି ମାଡ୍ରାସ ପ୍ରଥମ ରହିଥିବା ବେଳେ ଆଇଆଇଟି ଦିଲ୍ଲୀ ଦ୍ୱିତୀୟ , ଆଇଆଇଟି ବମ୍ବେ ୩ୟରେ ରହିଛି । ଅନ୍ୟପଟେ ମ୍ୟାନେଜମେଣ୍ଟରେ ଆଇଆଇଏମ ଅହମ୍ମଦାବାଦକୁ ପ୍ରଥମ ସ୍ଥାନ ମିଳିଛି । ପରେ ଆଇଆଇଏମ ବେଙ୍ଗାଲୁରୁ ୨ୟ ଓ ଆଇଆଇଏମ କୋଲକାତା ୩ୟରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking