28.1 C
Bhubaneswar
Saturday, April 27, 2024
Homeଓଡିଶାବିଶାଲ, ବିଗ୍ ବଜାର ସିଲ୍‌

ବିଶାଲ, ବିଗ୍ ବଜାର ସିଲ୍‌

ଭୁବନେଶ୍ୱର: ଓଡ଼ିଶା ସରକାର ବୁଧବାର ଦିନ ଆଂଶିକ ଲକଡାଉନ୍ ନିର୍ଦ୍ଦେଶାବଳୀ ଘୋଷଣା କରିଛନ୍ତି । ଯେଉଁଠାରେ  ସକାଳ 6 ଟାରୁ 2 ଟା ପର୍ଯ୍ୟନ୍ତ ଦୋକାନ ଏବଂ ବ୍ୟବସାୟ ଖୋଲିବାକୁ ଅନୁମତି ମିଳିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରର ବିଭିନ୍ନ ମାର୍କେଟରେ ବିଏମସି ଏନଫୋର୍ସମେଣ୍ଟ ଟିମ ଚଢାଉ କରିଛନ୍ତି । ଇନ୍ଦ୍ରଧନୁ ମାର୍କେଟସ୍ଥିତ ବିଶାଲ ମେଗାମାର୍ଟ ଓ ବିଗ୍ ବଜାର ସିଲ କରିଛି ବିଏମସି । ସେହିଭଳି ଗ୍ୟାରେଜ ଛକ ନିକଟ ଉତ୍କଳ ଇନ୍ ବାର ଓ ରେଷ୍ଟୁରାଣ୍ଟ ମଧ୍ୟ ସିଲ୍ ହୋଇଛି । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଏନଫୋର୍ସମେଣ୍ଟ ଟିମ ଚଢାଉ କରିଛି । ଗତକାଲି ବିଏମସି ଭୁବନେଶ୍ୱରର ବରମୁଣ୍ଡାରେ ଏକ ମଦ ଦୋକାନକୁ ସିଲ୍ କରିଥିଲା । କାରଣ ସେମାନେ କୋଭିଡ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking