26.1 C
Bhubaneswar
Wednesday, May 8, 2024
Homeଅପରାଧଭାରତୀୟ ମହିଳା ଆମେରିକାରେ ଶୋଷଣ

ଭାରତୀୟ ମହିଳା ଆମେରିକାରେ ଶୋଷଣ

ନୂଆଦିଲ୍ଲୀ: ନୁଆ କରି ବିବାହ କରିଥିବା ଭାରତୀୟ ମହିଳା ନିଜ ସ୍ୱାମୀଙ୍କ ଉପରେ ବନ୍ଧକ ବନାଇବା, ଶୋଷଣ କରିବା ଓ ଯୌତୁକ ମାଗିବା ଅଭିଯୋଗ ଆଣିଛନ୍ତି । ମହିଳା ଜଣକ ଚଳିତ ବର୍ଷ ମାର୍ଚ୍ଚରେ ବିବାହ କରିବା ପରେ ଆମେରିକା ଯାଇଥିଲେ । ମହିଳା ଜଣକ ବିହାର ରାଜଧାନୀ ପାଟନାରେ ରୁହନ୍ତି । ମହିଳା ଆମେରିକାସ୍ଥିତ ଭାରତୀୟ ଦୂତାବାସ ଓ ଭାରତ ସରକାରଙ୍କ ସିନିୟର ଅଫିସରଙ୍କୁ ଦେଇଥିବା ଅଭିଯୋଗ ପତ୍ରରେ ଏନେଇ ସୂଚନା ଦେଇଛନ୍ତି ।
ମହିଳା ନିଜ ଅଭିଯୋଗ ପତ୍ରରେ ଲେଖିଛନ୍ତି, ମୋ ସ୍ୱାମୀ ବିନା କୌଣସି ଆର୍ଥିକ ସହାୟତାରେ ମୋତେ ଛାଡି ଦେଇଛନ୍ତି । ମୁଁ ଫେରିବା ପାଇଁ ମୋ ପାଖରେ କିଛି ରାସ୍‌ିତା ନାହିଁ । ଭାରତରେ ମୋ ବାପା ମା ମୋ ଶ୍ୱଶରୁରଙ୍କୁ ସାହାଯ୍ୟ ମାଗିଛନ୍ତି  ା ହେଲେ ସେ ମୋତେ ମୋ ସ୍ୱାମୀଙ୍କ ସହ ରହିବା ପାଇଁ ଯୌତୁକ ମାଗୁଛନ୍ତି ।

ମହିଳା କହିଛନ୍ତି, ସେ ତାଙ୍କ ସ୍ୱାମୀଙ୍କ ସହ ୧ ମାର୍ଚ୍ଚ ୨୦୨୧ରେ ଆମେରିକା ଆସିଥିଲେ ଓ ମେକ୍ଲେନରେ ରହୁଥିଲେ । ଏହାପରେ ତାଙ୍କ ସ୍ୱାମୀ ଘରୋଇ ହିସାଂ କରିବାକୁ ଲାଗିଲେ ଓ ମହିଳାଙ୍କ ଘର ଲୋକଙ୍କୁ ଯୌତୁକ ମାଗିବାକୁ ଲାଗିଲେ । ମହିଳା ଆରୋପ ଲଗାଇଛନ୍ତି ଯେ, ସେ ଯେତେବେଳେ ବାଥରୁମ ଯାଆନ୍ତି, ତାଙ୍କ ସ୍ୱାମୀ ଆରୋପ ଲଗାଉଥିଲେ କି ସେ ପ୍ରେଗନାନ୍ସି ରୋକିବା ପାଇଁ ବାଥରୁମରେ କିଛି କରୁଥିଲେ ।

ଉହିଳା କହିଛନ୍ତି, ଅନେକଥର ତାଙ୍କ ସ୍ୱାମୀ ପ୍ରାଇଭେଟ ପାର୍ଟ ଚେକ କରନ୍ତି । ଏହା ଦେଖିବା ପାଇଁ ଯେ, ପ୍ରେଗନାନ୍ସି ରୋକିବା ପାଇଁ ସେ କଣ କରୁଛନ୍ତି । ଅନେକ ଥର ଫୋନ ଫ୍ଲାଶଲାଇଟରେ ଚେକ କରୁଥିଲେ ଓ ଅନେକ ଥର ଆଙ୍ଗୁଠିରେ ଚେକ କରୁଥିଲେ । ସେକ୍ସ ପରେ ସେ ତାଙ୍କ ଉପରେ ଚିଲାଉଥିଲେ ଓ କହୁଥିଲେ ସେ ପ୍ରେଗନ୍ନାସିକୁ ରୋକୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking