30.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଆରଟିଓ ବ୍ୟତୀତ ଏହି ସ୍ଥାନରେ ଡ୍ରାଇଭିଂ ଲାଇସେନ୍ସ ପାଇଁ କରିହେବ ଆବେଦନ

ଆରଟିଓ ବ୍ୟତୀତ ଏହି ସ୍ଥାନରେ ଡ୍ରାଇଭିଂ ଲାଇସେନ୍ସ ପାଇଁ କରିହେବ ଆବେଦନ

ନୂଆଦିଲ୍ଲୀ: ବଦଳିଲା ଡ୍ରାଇଭିଂ ଲାଇସେନ୍ସକୁ ନେଇ ନିୟମ । ନୂଆ ନିୟମ ଅନୁଯାୟୀ ଏବେ ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ପାଇଁ ଆବେଦନ କରିବା ଆହୁରି ସହଜ ହେବ । ଡ୍ରାଇଭିଂ ଲାଇସେନ୍ସ ନିୟମରେ ପରିବର୍ତ୍ତନ ହୋଇଥିବା ନେଇ ସଡ଼କ ଓ ପରିବହନ ମନ୍ତ୍ରାଳୟ ସୂଚନା ଦେଇଛି ।

ନୂଆ ନିୟମ ଅନୁଯାୟୀ, ବର୍ତ୍ତମାନ ଅଟୋମୋବାଇଲ କମ୍ପାନୀ, ଅଟୋମୋବାଇଲ୍ ଆସୋସିଏସନ୍, ଏନଜିଓ କିମ୍ବା ଆଇନଗତ ଭାବରେ ଅନୁମତି ପ୍ରାପ୍ତ ବେସରକାରୀ ସଂସ୍ଥା ସମେତ ବିଭିନ୍ନ ମାନ୍ୟତା ପ୍ରାପ୍ତ ଡ୍ରାଇଭିଂ ତାଲିମ କେନ୍ଦ୍ର ଏହି ଡ୍ରାଇଭିଂ ଲାଇସେନ୍ସ ଦେଇ ପାରିବେ । ଅର୍ଥାତ ଏବେ ଆପଣଙ୍କୁ ଆରଟିଓରେ ଯାଇ ଲମ୍ୱା ଧାଡ଼ିରେ ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିବାକୁ ପଡିବ ନାହିଁ । ଅନ୍ୟ ସ୍ଥାନରୁ ମଧ୍ୟ ଡ୍ରାଇଭିଂ ଲାଇସେନ୍ସ ମିଳିପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking