33.1 C
Bhubaneswar
Sunday, May 5, 2024
Homeଓଡିଶାଭୁବନେଶ୍ୱର ଏମ୍‌ସ ଛାତରୁ ଖସିଲା ସିଲିଂ; ୨ ଆହତ

ଭୁବନେଶ୍ୱର ଏମ୍‌ସ ଛାତରୁ ଖସିଲା ସିଲିଂ; ୨ ଆହତ

ଭୁବନେଶ୍ୱର: ଭୁବନେଶ୍ବର ଏମ୍‌ସରେ ଅଘଟଣ। ଛାତରୁ ଖସିଲା ସିଲିଂ। ଏମ୍ସର ୭ନମ୍ବର ରୁମ୍‌ରେ ଛାତରୁ ସିଲିଂ ପଡି ରୋଗୀଙ୍କ ଦୁଇଜଣ ସମର୍କୀୟ ଆହତ ହୋଇଥିବା ସୂଚନା ମିଳିଛି। ୭ ନମ୍ବର ରୁମରେ ଜଣେ ମାତ୍ର ରୋଗୀ ଥିବା ବେଳେ ରବିବାର ଏହି ଅଘଟଣ ଘଟିଛି । ଏଥିରେ ରୋଗୀଙ୍କ ସମ୍ପର୍କୀୟ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି । ଏ ସମ୍ପର୍କରେ ସମ୍ପୃକ୍ତ ରୋଗୀ କିମ୍ବା ଏମ୍ସ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି। ଖବର ପାଇ ହସ୍ପିଟାଲ ଅଧିକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ଓ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଆହୁରି କଡାକଡି ହେବ ଆଇନଶୃଙ୍ଖଳା, ଆଜି ୨୯ଟି ଥାନା ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking