ଆହୁରି କଡାକଡି ହେବ ଆଇନଶୃଙ୍ଖଳା, ଆଜି ୨୯ଟି ଥାନା ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବା ବେଳେ ଏହାର ସୁଫଳ ତୃଣମୂଳସ୍ତରରେ ଏ ଅନୁଭୂତ ହେଉଛି। ବିଶେଷକରି ରାଜ୍ୟଗୁଡ଼ିକରେ ଅଧିକରୁ ଅଧିକ ଥାନା ପ୍ରତିଷ୍ଠା ସହ ସେଠାରେ ପର୍ଯ୍ୟାପ୍ତ ପୁଲିସ ଅଧିକାରୀ, କର୍ମଚାରୀ ନିୟୋଜନ ତଥା ଭିତ୍ତିଭୂମି ସୁଦୃଢ଼ିକରଣକୁ ପ୍ରାଥମିକତା ପ୍ରଦାନ କରାଯାଉଛି। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍‌‌ଫରେନ୍‌‌ସିଂ ଜରିଆରେ ଆଜି ରାଜ୍ୟରେ ଆଉ ୨୯ ଥାନା ଉଦଘାଟନ କରିବେ ବୋଲି ସୂଚନା ମିଳିଛି। ୨୯ ଥାନା … Continue reading ଆହୁରି କଡାକଡି ହେବ ଆଇନଶୃଙ୍ଖଳା, ଆଜି ୨୯ଟି ଥାନା ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ