33.1 C
Bhubaneswar
Sunday, May 5, 2024
Homeଓଡିଶାଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ବୈତରଣୀ ଜଳସମ୍ପଦ ସର୍କଲ ଅଧିକ୍ଷକ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ବୈତରଣୀ ଜଳସମ୍ପଦ ସର୍କଲ ଅଧିକ୍ଷକ ଯନ୍ତ୍ରୀ

ଯାଜପୁର : କେଉଁଝର ଜିଲ୍ଲାର ର ଆନନ୍ଦ ପୁର ଶାଳପଡା ବୈତରଣୀ ଜଳ ସଂପଦ ସର୍କଲ ର ଅଧିକ୍ଷକ ଯନ୍ତ୍ରୀ ଭିଜିଲାସନ୍ସ ଜାଲ ରେ ଛନ୍ଦି ହୋଇଯାଇଛନ୍ତି l ଅଧିକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ ଠିକା ଦାର ମାନଙ୍କ ଠାରୁ ମିଥ୍ୟା ବିଲ କରିବା ପାଇଁ ଵେ ଆଇନ ଭାବରେ ବଟି ଆଦାୟ କରି ଆୟ ବହିଭୂତ ଟଙ୍କା ର ଲକ୍ଷ ଟଙ୍କା ଆଦାୟ କରୁ ଥିଲେ ଏ ଖବର ଭିଜିଲାସନ୍ସ ବିଭାଗ ନିକଟରେ ପଂହଁଚି ଥିଲା l ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ଧରିବା ପାଇଁ ୩ ଗୋଟି ସ୍କୃlର୍ଡ଼ ଘଠନ କାର ଯାଇ ଗତି ଵିଧି ଲକ୍ଷ କାର ଯାଉ ଥିଲା l

ଅଧିକ୍ଷକ ଯନ୍ତ୍ରୀ ଶାଳପଡା ରୁ ଟଙ୍କା ବ୍ୟାଗ ଧରି ଏକ ବୋଲର ଗାଡି କଟକ ଯାଉ ଥିଲେ ତାଙ୍କୁ ପିଛା କରୁ ଥିଲା ଏକ ସ୍କୃlର୍ଡ଼ ସେ ଜାଣି ପାରି କୁଆଖିଆ ନିକଟରେ ଗାଡି ରେ ଗତି ପଥ କୁଆ ଖିଆ ନିକଟରେ ବଦଳାଇ ଦେଇ ଯାଜପୁର ଟାଉନ ଆଡକୁ ଯାଉ ଥିଲେ ଏନ ସି କଳଲେଜ ନିକଟରେ ଯାଜପୁର ଭିଜିଲାସନ୍ସ ଡ଼ି ଏସପି ପକ୍ଷରୁ ତାଙ୍କ ଗାଡି କୁ ଯାଞ୍ଚ କାର ଗଲା ଗାଡି ରୁ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟାଗ ରୁ ବାହାରି ଥିଲା l

କଟକ ଭିଜିଲାସନ୍ସ ଏସ ପି ଘଟଣା ସ୍ଥଳରେ ପହଂଚି ଅଧିକ୍ଷକ ଯନ୍ତ୍ରୀ ଙ୍କୁ ତଦନ୍ତ ପରିସର କୁ ନେଇ ଏତେ ଟଙ୍କା କିପରି ଗଛିତ ଥିଲା ଛାନବିନି ତଦନ୍ତ ଜାରି ରଖି ଛନ୍ତl ବିଲ କରି ଵା ପାଇଁ ପି ସି ଅଧ୍ୟାୟ କରୁ ଥିଲେ ଭିଜିଲାସନ୍ସ ବିଭାଗ ନିକଟରେ ଅଭିଯୋଗ ହେବାରୁ ଭିଜିଲାସନ୍ସ ବିବାଗ ଅଧିକ୍ଷଣ ଯନ୍ତ୍ରୀ ଙ୍କ ଉପରେ କଡା ନଜର ରଖି ଥିଲା l କେତେ ଆୟ ବହିର୍ଭୁତ ସମ୍ପତି ଠୁଲ କରିଛନ୍ତି ସମ୍ପତି ର ମୂlଲୟନ ପାଇଁ କଟକ ସ୍ଥିତ ଘର ମହତାବ ନଗର କୂ ସାଙ୍ଗରେ ନିଆ ଯାଇ ପଚାର ଉଚୁରା କାର ଯାଉଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking