28.1 C
Bhubaneswar
Monday, May 27, 2024
Homeଓଡିଶାଅତିରିକ୍ତ ଡିଜିପି ଭାବେ ଦାୟିତ୍ୱ ନେଲେ ଅରୁଣ ଷଡ଼ଙ୍ଗୀ

ଅତିରିକ୍ତ ଡିଜିପି ଭାବେ ଦାୟିତ୍ୱ ନେଲେ ଅରୁଣ ଷଡ଼ଙ୍ଗୀ

ଭୁବନେଶ୍ବର: ଅରୁଣ ଷଡ଼ଙ୍ଗୀ ହେଲେ ଅତିରିକ୍ତ ଡିଜିପି । ପୋଲିସ ଡିଜି ଦାୟିତ୍ବରେ ରହିବେ ଅରୁଣ ।ଆଜି ଅବସର ନେଲେ ସୁନୀଲ ବଂଶଲ। ୧୯୯୦ ବ୍ୟାଚ ଆଇପିଏସ ଅଫିସର ଅରୁଣ ଷଡ଼ଙ୍ଗୀ । ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ସେ ନିର୍ଦ୍ଦେଶକ ଅଛନ୍ତି । ନିୟମିତ ଡିଜି ନିଯୁକ୍ତି ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ ଅରୁଣ । ତାଳଚେର SDPO ଭାବେ ସେ କ୍ୟାରିୟର ଆରମ୍ଭ କରିଥିଲେ । ରାୟଗଡା, ବ୍ରହ୍ମପୁର, ଜଗତସିଂହପୁରରେ SP ଥିଲେ ଅରୁଣ ଷଡ଼ଙ୍ଗୀ । ଏହାସହ ଭୁବନେଶ୍ବର ଓ ରାଉରକେଲା SP ଭାବେ ମଧ୍ୟ କାର୍ଯ୍ୟ ତୁଲାଇଛନ୍ତି । ଆଇଜି ଆଇନଶୃଙ୍ଖଳା ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking