28.1 C
Bhubaneswar
Saturday, April 27, 2024
Homeଓଡିଶାଗଙ୍ଗୱାରଙ୍କୁ ଭେଟିଲେ ଅପରାଜିତା

ଗଙ୍ଗୱାରଙ୍କୁ ଭେଟିଲେ ଅପରାଜିତା

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟିଛନ୍ତି ସାସଂଦ ଅପରାଜିତା ଷଡଙ୍ଗୀ । ଜଟଣୀ ଜଗନ୍ନାଥପ୍ରସାଦ, ଅନ୍ଧାରୁଆରେ ଇଏସଆଇସି ସୁପର ସ୍ପେଶାଲିଟି ହସ୍ପିଟାଲ ପାଇଁ ଗଙ୍ଗୱାରଙ୍କ ସହ ସେ ଆଲୋଚନା କରିଛନ୍ତି । ତେବେ ଏ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୃତି ଦେଇଥିବା ଅପରାଜିତା କହିଛନ୍ତି । ଇଏସଆଇସି କର୍ମଚାରୀ ସଂଘ ପକ୍ଷରୁ ପ୍ରଦାନ କରାଯାଇଥିବା ପ୍ରସଙ୍ଗ ଉପରେ ସେ ଆଲୋଚନା କରିଥିଲେ ।

 

ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଥିଲେ ସାସଂଦ ଅପରାଜିତା ଷଡଙ୍ଗୀ । ଇପିଏଫ ପେନସନ ଭୋଗୀ, ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ସଂପର୍କରେ ସେ ଆଲୋଚନା କରିଥିଲେ । ୨୦୦୬ ଜାନୁୟାରୀ ୧ ପରେ ଅବସରପ୍ରାପ୍ତ ପ୍ରତିରକ୍ଷା କର୍ମଚାରୀ ପ୍ରସଙ୍ଗ ଅପରାଜିତା କହିଥିଲେ । ଅବସର ପରେ ଏସବିଆଇ, ପିଏସବିଏସ ପୁନଃ ନିଯୁକ୍ତ କର୍ମଚାରୀଙ୍କ ସମସ୍ୟା ଜଣାଇଲେ । ଏନେଇ ସୀତରମଣ ପ୍ରତିଶ୍ରୃତି ଦେଇଥିବା ଅପରାଜିତା ଟ୍ୱିଟ କରି ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking