29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶକେରଳରେ ଆଉ ଜଣେ ମଙ୍କିପକ୍ସ ରୋଗୀ ଚିହ୍ନଟ

କେରଳରେ ଆଉ ଜଣେ ମଙ୍କିପକ୍ସ ରୋଗୀ ଚିହ୍ନଟ

କେରଳ : କେରଳରେ ଆଉ ଜଣେ ମଙ୍କିପକ୍ସ ରୋଗୀ ଚିହ୍ନଟ । ଏହାକୁ ମିଶାଇ ଏଯାବତ୍ କେରଳରେ ମଙ୍କିପସ୍କ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି ।ଚିନ୍ତାରେ କେରଳ ସରକାର ।  ଆକ୍ରାନ୍ତଙ୍କ ସସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି । ଦିଲ୍ଲୀରେ ୨ ଓ ରାଜସ୍ଥାନରେ ଜଣେ ମଙ୍କିପସ୍କ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭାରତରେ ମୋଟ୍ ୭ଜଣ ମଙ୍କିପସ୍କ ରୋଗୀ ଚିହ୍ନଟ ହୋଇସାରିଲେଣି। ରାଜ୍ୟରେ ଚିହ୍ନଟ ହୋଇଥିବା ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ କୋଲାମ ଅଞ୍ଚଳର ଥିଲେ । ତେବେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ଯେଉଁମାନେ ଚିକିତ୍ସିତ ହେଉଛନ୍ତି ସେମାନଙ୍କ ଅବସ୍ଥା ସନ୍ତୋଷଜନକ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ।

ଚିନ୍ତା ବଢାଇଲାଣି ମଙ୍କିପକ୍ସ, ଦିଲ୍ଲୀରେ ଆଉ ଜଣେ ସଂକ୍ରମିତ ଚିହ୍ନଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking