ଚିନ୍ତା ବଢାଇଲାଣି ମଙ୍କିପକ୍ସ, ଦିଲ୍ଲୀରେ ଆଉ ଜଣେ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଚିନ୍ତା ବଢାଇଲାଣି ମଙ୍କିପକ୍ସ । ଦିଲ୍ଲୀରେ ଆଉ ଜଣେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ । ସଂକ୍ରମିତ ଜଣକ ନାଇଜେରୀୟ । ତାଙ୍କୁ ଦିଲ୍ଲୀ ଏଲ୍‌ଏନ୍‌ଜିପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାକୁ ମିସାଇ ଦିଲ୍ଲୀରେ ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା 2 ବୃଦ୍ଧି ପାଇଛି । ସେହିଭଳି କେରଳରେ ତିନି ଜଣ ମଙ୍କପକ୍ସରେ ସଂକ୍ରମିତ ହୋଇଥିବା ବେଳେ ସେଥିରୁ ଜଣକର ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶରେ ମଧ୍ୟ ଜଣେ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ … Continue reading ଚିନ୍ତା ବଢାଇଲାଣି ମଙ୍କିପକ୍ସ, ଦିଲ୍ଲୀରେ ଆଉ ଜଣେ ସଂକ୍ରମିତ ଚିହ୍ନଟ