28.1 C
Bhubaneswar
Saturday, April 27, 2024
Homeଓଡିଶାଭୁବନେଶ୍ୱରରେ ସ୍ଥାପନ ହେବ ଆଇକନିକ୍ ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ୱରରେ ସ୍ଥାପନ ହେବ ଆଇକନିକ୍ ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ସ୍ଥାପନ ହେବ ଆଇକନିକ୍ ଆଦର୍ଶ ବିଦ୍ୟାଳୟ। ଏହି ଆଇକନିକ୍ ଆଦର୍ଶ ବିଦ୍ୟାଳୟରେ ୫୦୦ ଛାତ୍ରଛାତ୍ରୀଙ୍କୁ ପାଠ ପଢିବାର ସୁଯୋଗ ମିଳିବ। ୨୫ ଏକର ଅଞ୍ଚଳରେ ଏହି ସ୍କୁଲଟି ପରିବ୍ୟାପ୍ତ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ଭୁବନେଶ୍ୱର ସ୍ଥିତ ଅନ୍ଧାରୁଆ ଅଞ୍ଚଳରେ ଏହି ସ୍କୁଲଟି ନିର୍ମାଣ କରାଯିବ। ସ୍କୁଲ ପାଇଁ ସ୍ଥାନ ଚୟନ ସରିଥିବା ନେଇ ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ଗୁରୁଦିବସ ଅବସରରେ ଏହି ବିଦ୍ୟାଳୟ ନିର୍ମାଣ ପାଇଁ ଭୂମିପୂଜନ ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking