28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଗାଇଡଲାଇନ ମାନିବାକୁ କେନ୍ଦ୍ରର ଚିଠି

ଗାଇଡଲାଇନ ମାନିବାକୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ: ମାର୍ଚ୍ଚ ୩୧ ଯାଏଁ କୋଭିଡ ଗାଇଡଲାଇନ ବୃଦ୍ଧି ନେଇ କେନ୍ଦ୍ର ଗୃହ ସଚିବ ଚିଠି ଲେଖିଛନ୍ତି । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଗୃହ ସଚିବ ଅଜୟ ଭାଲ୍ଲା ଚିଠି ଲେଖିଛନ୍ତି । ମହାମାରୀକୁ ଦୂରେଇବା ପାଇଁ ନିୟମ କଡାକଡିକୁ ଗୁରୁତ୍ୱ ଦେବାକୁ ଚିଠିରେ ଉଲ୍ଲେଖ ରହିଛି । ସେଥିପାଇଁ ସତର୍କ ରହିବା ସହ ସର୍ଭେଲାନ୍ସ କଡାକଡି କରିବାକୁ ନିର୍ଦ୍ଦେଶ ରହିଛି । ମନ୍ତ୍ରାଳୟ/ବିଭାଗ ଦ୍ୱାରା ଜାରି ଏସଓପି ମାନି ସବୁ କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ, ନିମ୍ନଗାମୀ ହୋଇଥିବା କରୋନା ଏବେ ପୁଣି ଉପରମୁହାଁ ହେବାକୁ ବସିଛି । ମହାରାଷ୍ଟ୍ର, ମଧ୍ୟପ୍ରଦେଶରେ କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଏବେ ସମସ୍ତ ରାଜ୍ୟ ସରକାର ସଜାଗ ହୋଇ ଉଠିଛନ୍ତି । ବିଶେଷ ଭାବରେ କରୋନାର ନୂଆଷ୍ଟ୍ରନ ଚିନ୍ତା ବଢାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking