26.1 C
Bhubaneswar
Wednesday, May 8, 2024
Homeଅପରାଧଲଜ୍ଜା : ମା’କୁ ଆକ୍ରମଣ କରି ନାବାଳିକା ସହ ଦୁଷ୍କର୍ମ

ଲଜ୍ଜା : ମା’କୁ ଆକ୍ରମଣ କରି ନାବାଳିକା ସହ ଦୁଷ୍କର୍ମ

ନବରଙ୍ଗପୁର : ନବରଙ୍ଗପୁରରେ ଲଜ୍ଜା । ମା’କୁ ଆକ୍ରମଣ କରି ନାବାଳିକା ସହ ଦୁଷ୍କର୍ମ ଅଭିଯୋଗ । ଚାଷ କାମ ସାରି ଉଭୟ ମା’ ଏବଂ ଝିଅ ଘରକୁ ଫେରୁଥିବା ବେଳେ ମା’କୁ ଆକ୍ରମଣ କରି ନାବାଳିକା ସହ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଗୁରୁତର ଅବସ୍ଥାରେ ମାଆକୁ ପ୍ରଥମେ ତେନ୍ତୁଳିଖୁଣ୍ଟି ପରେ କୋରାପୁଟ୍‌ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ପୀଡ଼ିତା ଜଣକ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବା ପରେ ତେନ୍ତୁଳିଖୁଣ୍ଟି ଥାନାରେ ଅଭିଯୋଗ କରିଥିଲେ ନାବାଳିକାଙ୍କ ବାପା । ପୋଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ତୁଲାରାମକୁ ପୂଜାରୀଗୁଡ଼ା ଗାଁରୁ ଗିରଫ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking