28.1 C
Bhubaneswar
Saturday, May 11, 2024
Homeଦେଶ ବିଦେଶଆସାମର ବ୍ରହ୍ମପୁତ୍ର ନଦୀରେ ବୁଡ଼ିଲା ଡଙ୍ଗା

ଆସାମର ବ୍ରହ୍ମପୁତ୍ର ନଦୀରେ ବୁଡ଼ିଲା ଡଙ୍ଗା

ଧୁବ୍ରି: ଆସାମର ବ୍ରହ୍ମପୁତ୍ର ନଦୀରେ ଡଙ୍ଗା ବୁଡ଼ି ଖବର ଆସିଛି। ଧୁବ୍ରି ଜିଲାରେ ଘଟିଛି ଏହି ଅଘଟଣ। ଡଙ୍ଗାରେ ୨୦ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୧୦ ଜଣ ନିଖୋଜ ଥିବା ସୂଚନା ମିଳିଛି।ଆସାମ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସିଇଓ ଜ୍ଞାନେନ୍ଦ୍ର ଦେବ ତ୍ରିପାଠୀ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନା ପାଇବା ମାତ୍ରେ ବରିଷ୍ଠ ଜିଲ୍ଲା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଦୁର୍ଘଟଣାର ଶିକାର ହୋଇଥିବା ଡଙ୍ଗା ହେଉଛି ସ୍ୱଦେଶୀ ନିର୍ମିତ ଏକ ଯାନ୍ତ୍ରିକ ଡଙ୍ଗା। ଏସଡିଆରଏଫ, ଏନଡିଆରଏଫ ଏବଂ ପୁଲିସ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking