32.1 C
Bhubaneswar
Friday, April 26, 2024
Homeଓଡିଶା୪ ଜିଲ୍ଲା ହେଲା କରୋନା ମୁକ୍ତ

୪ ଜିଲ୍ଲା ହେଲା କରୋନା ମୁକ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୫ କୋରନାରୋଗୀ ସୁସ୍ଥ ହେବା ପରେ ୪ ଜିଲ୍ଲା କରୋନା ମୁକ୍ତ ହୋଇଛି । ତେବେ ଗତ ଦୁଇ ଦିନ ଭିତରେ ରାଜ୍ୟରେ ନୂଆ କରୋନା ରୋଗୀଙ୍କ ସଂଖ୍ୟା ୧୮ ଛୁଇଁଥିବା ବେଳେ ଆଜି ୫ ଜଣ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର ଓ କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଏବେ ୧୦ ଜିଲ୍ଲାରୁ ୪ ଜିଲ୍ଲା କରୋନା ମୁକ୍ତ ହୋଇଛି । କଳାହାଣ୍ଡି ଓ ଢେଙ୍କାନାଳ ଆଜି କରୋନା ମୁକ୍ତ ହୋଇଥିବା ବେଳେ ପୂର୍ବରୁ କଟକ ଓ ପୁରୀ ଜିଲ୍ଲା କରୋନା ମୁକ୍ତ ହୋଇସାରିଛି ।
https://onakhabar.com/2020/04/21/one-more-person-died-in-odisha-after-recovering-from-corona-due-to-other-diseases/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking