35.1 C
Bhubaneswar
Wednesday, May 8, 2024
Homeଓଡିଶାରାଜ୍ୟରେ ଆଉ ୧୭ କରୋନା ରୋଗୀ ସୁସ୍ଥ

ରାଜ୍ୟରେ ଆଉ ୧୭ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର: ରାଜ୍ୟ ପାଇଁ ଏକ ଆଶ୍ୱସ୍ତିର ଖବର ଆସିଛି । ଖବର ଅନୁସାରେ, ରାଜ୍ୟରେ ଆଉ ୧୭ ଜଣ କରୋନା ପଜେଟିଭ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସୁନ୍ଦରଗଡର ୭ ଜଣ ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ୫ ଜଣ ରହିଛନ୍ତି । ସେହିପରି ଭଦ୍ରକର ୩ ଜଣ ଆଉ ବାଲେଶ୍ୱରର ୨ ଜଣ କରୋନା ରୋଗୀ ମଧ୍ୟ ସୁସ୍ଥ ହୋଇଛନ୍ତି । ଫଳରେ ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ୮୫ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ୩୯୧ ଜଣ କରୋନା ସଂକ୍ରମିତ ରହିଥିବା ବେଳେ ୩୦୬ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ୩ ଜଣଙ୍କର ମୃତ୍ୟୁ ଘଟିଛି ।

https://onakhabar.com/2020/05/11/13-corona-positive-are-surat-returnees/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking