35.1 C
Bhubaneswar
Wednesday, May 8, 2024
Homeଓଡିଶାରାଜ୍ୟରେ ଆଜି ୧୬୭୩ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଜି ୧୬୭୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ଵର: ରାଜ୍ୟରେ ଆଜି ୧୬୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୬୪୭୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।


ତେବେ ଗଂଜାମରୁ ୩୮୯, ଖୋର୍ଦ୍ଧା ରୁ ୧୭୭, ସୁନ୍ଦରଗଡ଼ରୁ ୧୬୩,  କଟକରୁ ୧୨୬, କୋରାପୁଟରୁ ୧୨୦, ପୁରୀରୁ ୧୦୦, ସମ୍ବଲପୁରରୁ ୬୧, ବରଗଡ଼ ରୁ ୫୦, କେନ୍ଧୁଝରରୁ ୪୭, ରାୟଗଡ଼ାରୁ ୪୭, କନ୍ଧମାଳରୁ ୪୬, ନୟାଗଡ଼ରୁ ୩୫, ଯାଜପୁରରୁ ୩୪, ଗଜପତିିିରୁ ୩୩,  କେନ୍ଦ୍ରାପଡ଼ାରୁ ୩୧, ବାଲେଶ୍ୱରରୁ ୩୦, ମାଲକାନଗିରି ରୁ ୨୮, ଭଦ୍ରକରୁ ୨୬,  ମୟୁରଭଂଜରୁ ୨୫, ଢେଙ୍କାନାଳରୁ ୨୪, କଳାହାଣ୍ଡିରୁ ୨୧, ବଲାଙ୍ଗୀର ରୁ ୧୫, ସୋନପୁର ରୁ ୧୪, ନବରଙ୍ଗପୁର ରୁ ୧୧, ଜଗତସିଂହପୁର ରୁ ୮, ଝରସୁଗୁଡ଼ାରୁ ୬, ଅନୁଗୁଳରୁ ୪, ବୌଦ୍ଧରୁ ଓ ନୂଆପଡ଼ାରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking