35.1 C
Bhubaneswar
Wednesday, May 8, 2024
Homeଓଡିଶା୧୫ ବିଜେଡ଼ି କର୍ମକର୍ତ୍ତାଙ୍କୁ ନୂଆ ଦାୟିତ୍ୱ

୧୫ ବିଜେଡ଼ି କର୍ମକର୍ତ୍ତାଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର: ବିଜେଡ଼ିର ୧୫ଜଣ ନେତାଙ୍କୁ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଦାହିତ୍ୱ ଦିଆଯାଇଛି । ନୃସିଂହ ସାହୁଙ୍କୁ ଆଞ୍ଚଳିକ ବିକାଶ , ଅତନୁ ସବ୍ୟସାଚୀଙ୍କୁ ଓଡ଼ିଶା : ମୋ ପରିବାର ଦାୟିତ୍ୱ ଦିଆଯାଇଛି । ସେହିପରି ଅଶୋକ ପଣ୍ଡା , କଳିକେଶ ସିଂହଦେଓ ଓ ପ୍ରୀତି ଘଡ଼େଇଙ୍କୁ ସାମାଜିକ କଲ୍ୟାଣ ବିଭାଗର ଦାୟିତ୍ୱ ଦିଆଯାଇଛି । ଅରୁଣ ସାହୁ ଓ ରୋହିତ ପୂଜାରୀଙ୍କୁ କଳା , ସଂସ୍କୃତି ଓ ମାନବ ସମ୍ବଳ ଦାୟିତ୍ୱ , ରବି ନାରାୟଣ ନନ୍ଦ ଓ ରାଜେନ୍ଦ୍ର ଢୋଲକିଆଙ୍କୁ ପରିବେଶ ଦାୟିତ୍ୱ , ପ୍ରତାପ ଜେନା ଓ ନବକିଶୋର ଦାସଙ୍କୁ ସଶକ୍ତ ଓଡ଼ିଶ।। ଦାୟିତ୍ୱ ଦିଆଯାଇଛି । ରମେଶ ମାଝୀ , ସରୋଜିନୀ ହେମ୍ବ୍ରମ୍‌ଙ୍କୁ ଜନଜାତି ବିକାଶ ଓ ସଂଖ୍ୟାଲଘୁ ବ୍ୟାପାର , ଶଶି ବେହେରା ଓ ସୁମିତ୍ରା ଜେନାଙ୍କୁ ମହିଳା ସଶକ୍ତୀକରଣ ଦାୟିତ୍ୱ ଦିଆଯାଇଛି । ମହିଳା ସଶକ୍ତୀକରଣ ସହ ଶଶି ବେହେରାଙ୍କୁ ଆଦିବାସୀ କଲ୍ୟାଣର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ରାଜ୍ୟରୁ ଆଜି ସୁସ୍ଥ ହେଲେ ସର୍ବାଧିକ ୩୦୩ ଜଣ , ମୋଟ ସୁସ୍ଥ ସଂଖ୍ୟା ୭୦୦୬କୁ ବୃଦ୍ଧି

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking