33.1 C
Bhubaneswar
Saturday, April 27, 2024
Homeକରୋନାନୂଆବର୍ଷରେ ଦିଲ୍ଲୀ ଓ ମୁମ୍ବାଇରେ ନାଇଟ କର୍ଫ୍ୟୁ

ନୂଆବର୍ଷରେ ଦିଲ୍ଲୀ ଓ ମୁମ୍ବାଇରେ ନାଇଟ କର୍ଫ୍ୟୁ

ନୂଆଦିଲ୍ଲୀ : ନୂଆବର୍ଷରେ ସବୁ ଉତ୍ସବକୁ ଫିକା ପକାଇଛି କୋରନା ମହାମାରି । ତେବେ ବ୍ରିଟେନରୁ ଆସିଥିବା ନୂଆ ଷ୍ଟ୍ରେନର ସଂକ୍ରମଣ ଭୟ ରହିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ଦିଲ୍ଲୀ , ମୁମ୍ବାଇ ଓ ବେଙ୍ଗାଲୁରୁରେ ଜିରୋ ନାଇଟକୁ ବାରଣ କରିବା ସହିତ ନାଇଟ କର୍ଫ୍ୟୁ  ଜାରି କରାଯାଇଛି । ଦିଲ୍ଲୀରେ ଆଜି ଓ ଆସନ୍ତା କାଲି ପାଇଁ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ତେବେ ନୋଏଡ଼ାରେ ଗୋଟିଏ ସ୍ଥାନରେ ୧୦୦ ଲୋକରୁ ଉର୍ଦ୍ଧ ଏକାଠି ନହୋବା ପାଇଁ କୁହାଯାଇଛି । ସେହିଭଳି ମହାରାଷ୍ଟ୍ରରେ ମଧ୍ୟ ଜାନୂଆରି ୫ ଯାଏଁ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି ଓ ସରକାରଙ୍କ ତରଫରୁ ଜାନୂଆରୀ ୩୧ ଯାଏଁ ଲକଡ଼ାଉନକୁ ବୃଦ୍ଧି କରାଯାଇଛି । ସେହିଭଳି ବେଙ୍ଗାଲୁରୁରେ ମଧ୍ୟ ଆଜି ଓ କାଲି ପାଇଁ ନାଇଟ କର୍ଫ୍ୟୁ ଜାରି କରାଯାଇଛି ଓ ଚେନ୍ନାଇ ମାରିନା ବିଚକୁ ମଧ୍ୟ ଲୋକଙ୍କ ଏକାଠି ହୋବାପାଇଁ ବାରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking