30.1 C
Bhubaneswar
Wednesday, May 1, 2024
Homeଓଡିଶାଆସିଲେ ପଚାରିବେ ଉତ୍ତରାଧିକାରୀ କିଏ : ବୈଜୟନ୍ତ ପଣ୍ଡା

ଆସିଲେ ପଚାରିବେ ଉତ୍ତରାଧିକାରୀ କିଏ : ବୈଜୟନ୍ତ ପଣ୍ଡା

ଭୁୁବନେଶ୍ୱର : ପାଟକୁରା ତିକନପୁରରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପ୍ରଚାର । ନିର୍ବାଚନୀ ପ୍ରଚାରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବୈଜୟନ୍ତ ପଣ୍ଡା । ଏଠିକାର ଯୁବକ ବାହାରକୁ କାମ କରିବାକୁ ଯାଉଛନ୍ତି, ହଇରାଣ ହେଉଛନ୍ତି । ଏମାନଙ୍କୁ ଉଦ୍ଧାର କରିବାକୁ ପ୍ରତିବର୍ଷ ଶହଶହ ଚିଠି ମୋ ପାଖକୁ ଆସୁଛି । ୨୪ ବର୍ଷ ଶାସନ ପରେ ବି କାହିଁକି ବାହାରକୁ କାମ ପାଇଁ ଯିବାକୁ ପଡୁଛି । ମୋତେ ୨ ଥର ପ୍ରତିନିଧିତ୍ୱ କରିବାକୁ କରିବାକୁ ସୁଯୋଗ ମିଳିଥିଲା । ଶିଳ୍ପ ଓ ରେଳକୁ ଗୁରୁତ୍ୱ ଦେଇଥିଲି ; ରେଳ କାର୍ଯ୍ୟକାରୀ ହୋଇଗଲାଣି । ନିଯୁକ୍ତି ପାଇଁ ଶିଳ୍ପ ଦରକାର ; ଏଯାଏଁ ଶିଳ୍ପ କାହିଁକି ଆସିପାରିଲାନି । ଏଠି ଦୁର୍ନୀତି, ନାରୀ ନିର୍ଯାତନା, ପିସି କାରବାର ଚାଲିଛି । ମୋଦିଙ୍କୁ ପ୍ରଧାନମନ୍ତ୍ରୀ ତ କରିବା, ଓଡିଶାରେ ବି ଜବଲ ଇଞ୍ଜିନ ସରକାର ଆଣିବା । ଶାସକ ଦଳ ଭୋଟ ମାଗିବାକୁ ଆସିଲେ ପଟାରିବେ ଉତ୍ତରାଧିକାରୀ କିଏ । ମିଛ , ଅପପ୍ରଚାର, ଧମକଚମକ ନ ଶୁଣି ପଦ୍ମରେ ଭୋଟ ଦିଅନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking