33.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶପରିବାର ସହ ଇଦ୍‌ ପାଳିଲେ ସାନିଆ

ପରିବାର ସହ ଇଦ୍‌ ପାଳିଲେ ସାନିଆ

ନୂଆଦିଲ୍ଲୀ : ବିବାହ ବିଛେଦ ପରେ ଟେନିସ୍ କିଂବଦନ୍ତି ସାନିଆ ମିର୍ଜା ଏଥର ନିଜ ପୈତୃକ ପରିବାର ସହ ଇଦ୍ ଉତ୍ସବ ପାଳନ କରିଛନ୍ତି। ପ୍ରତିଥର ଭଳି ସୁନ୍ଦର ପୋଷାକରେ ଆକର୍ଷିତ ସାନିଆଙ୍କ ସହ ତାଙ୍କ ପୁଅ ଈଝାନ, ବାପା ମା’ ଇମ୍ରାନ ଓ ନସିମା, ଭଉଣୀ ଅନମ ଓ ତାଙ୍କ ପତି ମହମ୍ମଦ ଅସାଉଦ୍ଦିନ (କ୍ରିକେଟ୍‌ କିଂବଦନ୍ତି ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ), ଝିଆରୀ ଦୁଆ ସାମିଲ ଥିଲେ। ଇଦ୍‌ ଉତ୍ସବ ପରେ ସାନିଆ ତାଙ୍କ ମିଳିତ ଫଟୋକୁ ସାମାଜିକ ଗଣମାଧ୍ୟମରେ ଛାଡ଼ିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking