30.1 C
Bhubaneswar
Friday, May 17, 2024
Homeଓଡିଶାପ୍ରଧାନଶିକ୍ଷୟିତ୍ରୀ ତଥା ଛାତ୍ରବଚ୍ଛଳ ଚିନ୍ମୟୀ ମହାନ୍ତିଙ୍କ ଅବସର କାଳୀନ ସମ୍ବର୍ଦ୍ଧନାସଭା..

ପ୍ରଧାନଶିକ୍ଷୟିତ୍ରୀ ତଥା ଛାତ୍ରବଚ୍ଛଳ ଚିନ୍ମୟୀ ମହାନ୍ତିଙ୍କ ଅବସର କାଳୀନ ସମ୍ବର୍ଦ୍ଧନାସଭା..

ଯାଜପୁର : ଆଜି ଯାଜପୁର ଜିଲ୍ଲାର ବ୍ୟାସ ନଗର ପୌପରିଷଦର ଅନ୍ତ୍ରର୍ଗତ ବିନାୟକ ବିହାର ସ୍ଥିତ ବି. ବି. ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ବଛଳ ଶ୍ରୀମତୀ ଚିନ୍ମୟୀ ମହାନ୍ତିତାଙ୍କ ଚାକିରି ରୁ ଅବସର ଗ୍ରହଣ କରିସାରିଛନ୍ତି l ଏହି ଅବସର ଉତ୍ସଵ ସ୍କୁଲପରିସର ରେ ବରିଷ୍ଠ ଶିକ୍ଷକ ନେତା ରମେଶ ଚନ୍ଦ୍ର ଜେନା ଙ୍କ ସଭାପତିତ୍ୱ ରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି.l ଏହି ସଭାରେ କୋରାଇ ବ୍ଲକ ଶିକ୍ଷାଧିକାରୀ ସୁଦର୍ଶନ ମଳିକ ସି. ଆର. ସି. ମମତା ପୃଷ୍ଟିୱାର୍ଡ କାଉନସିଲ ରଶ୍ମିତା ରାଉତ ଏସ. ଏମ ସି. ସଭାପତି ସୁକାନ୍ତ ମଳିକ ବରିଷ୍ଠ ଅଧକାରୀ ବିଷ୍ଣୁ ଚରଣ ଦାଶ ଅବସର ପ୍ରାପ୍ତ ଶିକ୍ଷକ ପ୍ରଦୀପ କୁମାର ମହାନ୍ତି କୁଳମଣି ମଲ୍ଲିକ କହେଁଇ ଚରଣ ପରିଡା ସଂଧ୍ୟାରାଣୀ ଘଡ଼ାଇ ଚନ୍ଦ୍ରକଳା ନାୟକ ଅନୁପମା ପଟନାୟକ ଓ ଦୀପକ କୁମାର ବାରିକ ରଂଜିତ କୁମାର ମହାପାତ୍ର ଦନାର୍ଦନ ସ୍ୱାଇଁ ପ୍ରେମଜୀତ ନାୟକ ଚଞ୍ଚଳା ଦାସ ସ୍ଵାଗତିକା ପଣ୍ଡା ସମେତ ଶ୍ରୀମତୀ ମହାନ୍ତି ଙ୍କ କନ୍ୟା ଡ଼ ସ୍ୱାଧୀନା ମହାନ୍ତି ଅନୁପମା ଜେନା ପ୍ରମୁଖ ଯୋଗ ଦେଇ ଶ୍ରୀ ମତି ମହାନ୍ତି ଙ୍କ୍ ୩୩ ବର୍ଷ ର ଉନ୍ନତ ଶିକ୍ଷାଦାନ ସହିତ ଛାତ୍ରଛାତ୍ରୀ ମାନଙ୍କୁ ଅଭିନବ ଉପରେ ମାନସିକ ଦୃଢତା ଓ ଲୋକହିତ ପ୍ରତିଭା ମାଙ୍କୁ ଲୋକ ଲୋଚନ ଆଣି ଛତ୍ର ଛାତ୍ରୀ ଅଭିଭାବକ ଶିକ୍ଷକ ଶିକ୍ଷୟତ୍ରୀ ମାନଂକ ପ୍ରିୟ ଭାଜନ ହେବା ସଂଗେ ଉତ୍ତମ ଶିକ୍ଷାଦାନ ଶୈଳୀ କୁ ଅତିଥି ମାନେ ଉଚପ୍ରଶଂସା କରି ଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking