28.1 C
Bhubaneswar
Sunday, July 21, 2024
Homeଓଡିଶା୪୬ ଡିଗ୍ରୀ ଛୁଇଁଲା ତାତି

୪୬ ଡିଗ୍ରୀ ଛୁଇଁଲା ତାତି

ଭୁବନେଶ୍ୱର :ତାତିରୁ ମିଳୁନି ଆଶ୍ୱସ୍ତି। ପ୍ରବଳ ତାତିରେ ଛଟପଟ ରାଜ୍ୟବାସୀ। ରାଜ୍ୟରେ ଚଳିତ ବର୍ଷର ପ୍ରଥମ ଥର ତାପମାତ୍ରା ଡେଇଁଲା ୪୬ ଡିଗ୍ରୀ। ବାଲେଶ୍ୱର ତାପମାତ୍ରା ମଙ୍ଗଳବାର ସାଢେ ୨ଟା ସୁଦ୍ଧା ୪୬ ଡିଗ୍ରୀ ଛୁଇଁଛି। ଏହାସହ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୫ ଡିଗ୍ରୀ ପାର୍ କରିଥିବା ବେଳେ ୪୫.୪ ରେକର୍ଡ କରାଯାଇଛି। ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ଆହୁରି ୩ ଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking