28.1 C
Bhubaneswar
Tuesday, May 21, 2024
Homeଓଡିଶାଘସିପୁରାରୁ ଲଢିବେ ସୌମ୍ୟ ?

ଘସିପୁରାରୁ ଲଢିବେ ସୌମ୍ୟ ?

ଭୁବନେଶ୍ୱର : ଘସିପୁରା ବିଧାନସଭା ଆସନରୁ ଲଢିପାରନ୍ତି ସୌମ୍ୟ ପଟ୍ଟନାୟକ । ଆଜି ଏନେଇ ଇଙ୍ଗିତ କରିଛନ୍ତି ଖଣ୍ଡପଡା ବିଧାୟକ ସୌମ୍ୟ । ଘଟଗାଁ ମା’ ତାରିଣୀଙ୍କ ଦର୍ଶନ ଅପସରରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଠାରୁ ଲଢିବାକୁ ବିଜେପି ତରଫରୁ ପ୍ରସ୍ତାବ ଆସିଛି । ଏଠାକାର ସ୍ଥାନୀୟ ଲୋକ ମଧ୍ୟ ମୋ ଉପରେ ଚାପ ପକାଉଛନ୍ତି । ଏନେଇ ମୋତେ ସଦ୍‌ବୁଦ୍ଧି ଦେବାକୁ ମା’ଙ୍କ ଦର୍ଶନ କରିବାକୁ ଆସିଛି କହିଲେ ସୌମ୍ୟ । ଖଣ୍ଡପଡା ସଂପର୍କରେ ରୋଚକ ମନ୍ତବ୍ୟ ଦେଇ ସୌମ୍ୟ କହିଛନ୍ତି ବିଜେଡି ଏଯାଏ ଖଣ୍ଡପଡା ପାଇଁ ପ୍ରାର୍ଥୀ ଘୋଷଣା କରିନି । କାହିଁକି ପ୍ରାର୍ଥୀ ଘୋଷଣା କରିନି, କଣ ରହସ୍ୟ ରହିଛି ବୋଲି କହିଲେ ସୌମ୍ୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking