30.1 C
Bhubaneswar
Wednesday, May 1, 2024
Homeଓଡିଶା୩୬ ଡିଗ୍ରୀ ଉପରେ ୩ ସହରର ତାପମାତ୍ରା

୩୬ ଡିଗ୍ରୀ ଉପରେ ୩ ସହରର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ପୁଣ ଫେରଲା ତାତ। ଗତ କିଛି ଦିନର ବ୍ୟବଧାନ ପରେ ପୁଣି ତାପମାତ୍ରା ବୃଦ୍ଧି ପାଇଛି । ଦିନ ସାଢ଼େ ୧୧ ସୁଦ୍ଧା ୩୬ ଡିଗ୍ରୀ ଉପରେ ୩ ସହରର ତାପମାତ୍ରା ରେକର୍ଡ କରାଯାଇଛି । ଆଜି ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଆନୁଯାୟୀ ଚାନ୍ଦବାଲି ସବୁଠୁ ଉତ୍ତପ୍ତ ସହ ପାଲଟିଛି । ଚାନ୍ଦବାଲିର ତାପମାତ୍ରା ୩୬. ୮ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ସେହିପରି ବାଲେଶ୍ବର: ୩୬.୪ୱଡିଗ୍ରୀ, ଭୁବନେଶ୍ୱର: ୩୬.୨ଡିଗ୍ରୀ, ଗୋପାଳପୁର: ୩୪.ଡିଗ୍ରୀ, କେନ୍ଦୁଝର: ୩୪ଡିଗ୍ରୀ, ପୁରୀ: ୩୩.୮ଡିଗ୍ରୀ, ପାରାଦ୍ୱୀପ: ୩୩ଡିଗ୍ରୀ, ଝାରସୁଗୁଡା: ୩୩ଡିଗ୍ରୀ, ରାଉରକେଲା: ୩୨.୬ଡିଗ୍ରୀ, ସମ୍ବଲପୁର:୩୨.୪ଡିଗ୍ରୀ, ହୀରାକୁଦ:୩୨.୨ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking