30.1 C
Bhubaneswar
Friday, April 26, 2024
Homeକରୋନା ଓଡିଶାଚିନ୍ତା ବଢାଉଛନ୍ତି ଅମାନିଆ : କ୍ୱାରେଣ୍ଟାଇନ୍ ସେଣ୍ଟରକୁ ଆସିଲେନି ଯୁବକ

ଚିନ୍ତା ବଢାଉଛନ୍ତି ଅମାନିଆ : କ୍ୱାରେଣ୍ଟାଇନ୍ ସେଣ୍ଟରକୁ ଆସିଲେନି ଯୁବକ

ବାଙ୍କୀ : ଚିନ୍ତା ବଢାଉଛନ୍ତି ଅମନିଆ। ଘଟକ ବାଙ୍କୀ ଅନୁଆରୀ ପଞ୍ଚାୟର ଜଣେ ଯୁବକ ହାଇଦ୍ରାବାଦରୁ ଫେରି ଘରେ ରହୁଥିଲେ। ଗାଁ ଲୋକ ସରପଞ୍ଚଙ୍କୁ ଖବର ଦେବା ପରେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିବାକୁ ଯୁବକଙ୍କୁ କହିଥିଲେ ସରପଞ୍ଚ। ତଥାପି ସେ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ଆସିନଥିଲେ। ସରପଞ୍ଚଙ୍କ ଅଭିଯୋଗ ପାଇବା ପରେ ବାଙ୍କୀ ଉପଜିଲ୍ଲାପାଳ, ତହସିଲଦାର ଓ ପୋଲିସ ପହଞ୍ଚି ଯୁବକଙ୍କୁ ଘରୁ ଉଠାଇ ଆଣି ସ୍ୱାବ ସଂଗ୍ରହ କରିଛନ୍ତି। ତେବେ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଯୁବକଜଣଙ୍କ ନରହି ଘରେ ରହିବାକୁ ଜିଦ୍ ଧରିଛନ୍ତି। ଅମାନିଆ ହେଲେ ତାଙ୍କୁ ଗିରଫ କରାଯିବ ନହେଲେ ଜିଲ୍ଲା ବାହାରର କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରଖାଯିବ ବୋଲି ବାଙ୍କୀ ଜିଲ୍ଲାପାଳ କହିଛନ୍ତି।
https://onakhabar.com/2020/05/07/rourkela-lockdown-news-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking